STF କବଜାରେ ଦୁଇ କୁଖ୍ୟାତ ନିଶା ବେପାରୀ

STF କବଜାରେ ଦୁଇ କୁଖ୍ୟାତ ନିଶା ବେପାରୀ । ଦୁଇ ଭାଇ ସୁନା ରୂପା ଚାଲାଣ ବେଳେ ଧରାପଡିଲେ । STF କବଜାରେ ଗଞ୍ଜେଇ ଭର୍ତ୍ତି ଗାଡି । ଗାଡ଼ି ଭିତରୁ ୬୦୭ ଗ୍ରାମ ସୁନା, ୧୯୬ ଗ୍ରା ରୂପା, ୨୯ଟି ଜମିଜମା କାଗଜପତ୍ର ଜବତ କରିଛି । ୧୦୭ ଗ୍ରାମ ଗଞ୍ଜେଇ ସହ ଇନୋଭା କାର ଜବତ କରିଛି STF । ଦୁଇ ଭାଇ ବନମାଳୀ ପ୍ରଧାନ ଓ ଅରୁଣ ପ୍ରଧାନ ।

nis-ad
Leave A Reply

Your email address will not be published.