ଭୁବନେଶ୍ୱରରୁ କୋକେନ୍‌ ଜବତ ଘଟଣା: ସରିଲା ପେଡଲର ସନ୍ନି ଓ ରବିର ରିମାଣ୍ଡ ଅବଧି

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱରରୁ କୋକେନ୍‌ ଜବତ ଘଟଣାରେ ପେଡଲର ସନ୍ନି ଓ ରବିର ସରିଲା ରିମାଣ୍ଡ ଅବଧି। ରିମାଣ୍ଡ ସରିବା ପରେ ତାଙ୍କୁ ଗତକାଲି ଜେଲ୍‌ ପଠାଯାଇଛି।

ସନ୍ନି ଓ ରବିଙ୍କଠାରୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇଛି ଏସ୍‌ଟିଏଫ୍‌। ତାର ବହୁତ ବଡ ନେଟୱର୍କ ରହିଛି। ଦିଲ୍ଲୀ ପୋଲିସ ଓ NCB ସହ STF ଯୋଗାଯୋଗରେ ରହିଛି। ଦିଲ୍ଲୀ ସ୍ଥିତ ମାଫିଆ ଧରାପଡିଲେ କୋକେନ୍‌ ନେଟ୍‌ୱର୍କର ବହୁ ତଥ୍ୟ ପଦାକୁ ଆସିବ ।

nis-ad
Leave A Reply

Your email address will not be published.