ଆଜି ଶର୍ମିଷ୍ଠାଙ୍କ ୨ ସହଯୋଗୀଙ୍କୁ ଜେରା

ଭୁବନେଶ୍ୱର: କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାରେ ଶନିବାର କ୍ରାଇମବ୍ରାଞ୍ଚ ଟିମ୍‌ ଶର୍ମିଷ୍ଠାଙ୍କ ୨ ସହଯୋଗୀ ଭାଗ୍ୟଧର ଓ ବିବେକକୁ ପଚରାଉଚରା କରିବ। ଏଥିପାଇଁ ଚାନ୍ଦବାଲି କୋର୍ଟ ଅନୁମତି ଦେଇଛନ୍ତି। ଗତ ମାସ ୧୨ରେ ଉଭୟଙ୍କୁ ଗିରଫ କରିଥିଲା ଚାନ୍ଦବାଲି ପୋଲିସ।
ସେହିପରି ଅଭିଯୁକ୍ତଙ୍କ ଟିଆଇ ପରେଡ ପାଇଁ ଅନୁମତି ମାଗିଛି କ୍ରାଇମବ୍ରାଞ୍ଚ ।

nis-ad
Leave A Reply

Your email address will not be published.