ପାତ୍ରପୁର ବ୍ଲକରେ ବିଭିନ୍ନ ସ୍ଥାନରେ ରାମନବମୀ ପାଳିତ


ପାତ୍ରପୁର : ପବିତ୍ର ରାମ ନବମୀ ଉପଲକ୍ଷେ ପାତ୍ରପୁର ବ୍ଲକର ବିଭିନ୍ନ ଗ୍ରାମରେ ରାମ ନବମୀ ଯାତ୍ରା ପାଳିତ ହୋଇଯାଇଛି । ତୁରୁବୁଡି, ଖରିଆଗୁଡ଼ା , ପାତ୍ରପୁର, ବରଙ୍ଗ , ଗୋପାଳପଲ୍ଲୀ ପ୍ରମୁଖ ଗ୍ରାମ ମାନଙ୍କରେ ପ୍ରଭୁ ରାମଚନ୍ଦ୍ର ଙ୍କର ପୂଜାର୍ଚ୍ଚନା, ପାରାୟଣ , ଅନ୍ନ ଯଜ୍ଞ , ମନୋରଞ୍ଜନ ଭିତ୍ତିକ ସଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ମିଳିଥିଲା। ସେହିଭଳି ବରଙ୍ଗ ଗ୍ରାମରେ ମହା ଆଡମ୍ବରରେ ପାଳିତ ହୋଇଥିବା ବେଳେ ପୁରୁଣା ସଂସ୍କୃତିକ ଭିତ୍ତିକ ପ୍ରହ୍ଲାଦ ନାଟକ ମଞ୍ଚସ୍ତ ହୋଇଥିବା ଦେଖିବାକୁ ମିଳିଛି।

nis-ad
Leave A Reply

Your email address will not be published.