ଏପ୍ରଲି ୧୨ରେ ଛତିଶା ନିଯୋଗ ବୈଠକ

ପୁରୀ: ଶ୍ରୀମନ୍ଦିର ଛତିଶା ନିଯୋଗର ବୈଠକ ଏପ୍ରିଲ ୧୨ ତାରିଖରେ ଡକାଯାଇଛି । ଏହି ବୈଠକରେ ଚନ୍ଦନ ଯାତ୍ରା, ଅକ୍ଷୟ ତୃତୀୟା ସହ ରୋଷଘର ଚୁଲି ଭଙ୍ଗା ଘଟଣା ଉପରେ ଆଲୋଚନା ହେବ ବୋଲି ଆଭାସ ମିଳିଛି । ଏହା ବ୍ୟତୀତ ଆମାଗୀ ପରିଚାଳନା କମିଟି ବୈଠକ ସମ୍ପର୍କରେ ମଧ୍ୟ ନିଯୋଗ କର୍ମକର୍ତ୍ତାମାନଙ୍କୁ ସୂଚନା ଦିଆଯିବାର ଆଶା କରାଯାଉଛି ।

ନୂତନ ମୁଖ୍ୟ ପ୍ରଶାସକ ପ୍ରଥମ କରି ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ଯୋଗ ଦେବେ ବୋଲି ଖବର ମିଳିଛି ।

nis-ad
Leave A Reply

Your email address will not be published.