ଜୟପୁର : ଜାତୀୟ ରାଜପଥ ୨୬ର ଜୟପୁର ଘାଟିରେ ଖୋଳାଯିବ ଟନେଲ୍ । ତିଆରି ହେବାକୁ ଥିବା ପ୍ରାୟ ୨ରୁ ଅଢେଇ କିଲୋମିଟର ଲମ୍ବର ଏହି ଟନେଲ୍ ଓଡ଼ିଶା ନିର୍ମାଣ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ । ୬ ଲେନ୍ ବିଶିଷ୍ଟ ଏହି ଟନେଲ୍ ସଡ଼କ ଓ ପରିବହନ ବିଭାଗର ଡ୍ରାଫ୍ଟ ଆନୁଆଲ୍ ପ୍ଲାନ୍ ୨୦୨୨-୨୩ରେ ସାମିଲ ହୋଇଛି ।
Sign in
Sign in
Recover your password.
A password will be e-mailed to you.