କୂଅରୁ ଯୁବତୀଙ୍କ ମୃତଦେହ ଠାବ ଘଟଣା, ହତ୍ୟାକାରୀ ଗିରଫ

ଭଞ୍ଜନଗର ୦୨।୦୪ : ହତ୍ୟାକାଣ୍ଡର ପର୍ଦ୍ଦାଫାଶ । ପରିତ୍ୟକ୍ତ କୂଅରୁ ଯୁବତୀଙ୍କ ମୃତଦେହ ମିଳିବା ଘଟଣା । ହତ୍ୟାକାରୀ ଯୁବକକୁ ଗିରଫ କଲା ପୋଲିସ । ପ୍ରେମ ବ୍ୟାପାରକୁ ନେଇ ହତ୍ୟାକାଣ୍ଡ ହୋଇଥିବା ସୂଚନା ।

ଖବର ଅନୁଯାୟୀ, ଶୁକ୍ରବାର ବଡ଼ଗଡ଼ ଥାନା ଅନ୍ତର୍ଗତ ଖାରିଗୁମା ଗାଁର ଏକ କୂଅରୁ ମିଳିଥିଲା ମୃତଦେହ । ତଣ୍ଟି ଚିପି ଯୁବତୀଙ୍କୁ ହତ୍ୟା କରି କୂଅରେ ଫିଙ୍ଗି ଦେଇଥିଲା ଯୁବକ ।

nis-ad
Leave A Reply

Your email address will not be published.