ଆସିଲା ଅର୍ଥନୈତିକ ସର୍ଭେ ରିପୋର୍ଟ: ରାଜ୍ୟରେ ବଢିଛି ମୁଣ୍ଡ ପିଛା ଆୟ

ଭୁବନେଶ୍ୱର: କୋଭିଡ ସତ୍ତ୍ୱେ ବିକାଶରେ ଲାଗିନି ବ୍ରେକ୍। କୋଭିଡର ହାହାକାର ମଧ୍ୟରେ ମଧ୍ୟ ବଢିଛି ଓଡ଼ିଶା ଲୋକଙ୍କ ମୁଣ୍ଡ ପିଛା ଆୟ । ୨୦୨୧-୨୨ରେ ରାଜ୍ୟର ଅଭିବୃଦ୍ଧି ହାର ୧୦ ପ୍ରତିଶତରୁ ଅଧିକ ରହିଛି। ଆଜି ବିଧାନସଭାରେ ଉପସ୍ଥାପିତ ୨୦୨୧-୨୨ ଆର୍ଥିକ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟରେ ଏହା ଉଲ୍ଲେଖ ରହିଛି । ରିପୋର୍ଟ ଅନୁଯାୟୀ ରାଜ୍ୟର ଅଭିବୃଦ୍ଧି ହାର ୨୦୨୧-୨୨ରେ ୧୦.୧ ପ୍ରତିଶତ ରହିଛି ।

nis-ad
Leave A Reply

Your email address will not be published.