ପୁଣି ମାଓବାଦୀଙ୍କ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ, ୨ଜଣ DRG ଯବାନ ଗୁରୁତର

ମାଓବାଦୀଙ୍କ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ। ଦୁଇ DRG ଯବାନ ଗୁରୁତର। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ନାରାୟମପୁର ଜିଲ୍ଲାରେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ୍‌ ବିସ୍ପୋରଣରେ ୨ ଜଣ ଜବାନ ଗୁରୁତର ହୋଇଥିବା ବସ୍ତର IG ସୁନ୍ଦରରାଜ ପି ସୂଚନା ଦେଇଛନ୍ତି।

ସେମାନଙ୍କୁ ରାୟପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଝାରବାହି ଜଙ୍ଗଲରେ ମାଓ ଦମନ ଅପରେସନରେ DRG ଜବାନ ବାଇକରେ ଯାଇଥିବାବେଳେ ମାଓବାଦୀମାନେ ସିରିଜ୍‌ ଲ୍ୟାଣ୍ଡମାଇନ୍‌ ବିସ୍ପୋରଣ କରିଥିଲେ।

nis-ad
Leave A Reply

Your email address will not be published.