ବାରୁଣୀ ସ୍ନାନ ଉପରେ ଲାଗିଲା ୧୪୪ ଧାରା

ବାରୁଣୀ ସ୍ନାନ ଉପରେ ଲାଗିଲା ୧୪୪ ଧାରା। ଆସନ୍ତା ୩୦ ତାରିଖ ବାରୁଣୀ ବୁଡ ପାଇଁ ସ୍ନାନ ଯୋଗ ଥିବା ବେଳେ ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ୧୪୪ ଧାରା ଜାରି ରଖାଯାଇଛି। ଏହି କଟକଣା ୨୯ ଓ ୩୦ ତାରିଖ ପର୍ଯ୍ୟନ୍ତ ରହିବ। ବୈତରଣୀ ନଦୀରେ ବ୍ୟାରେଜ ନିର୍ମାଣ ହେଉଥିବାରୁ ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି।

nis-ad
Leave A Reply

Your email address will not be published.