ଗାଙ୍ଗପୁର IIC ମୃତ୍ୟୁ ଘଟଣା, ସଠିକ ତଦନ୍ତ ଦାବି କଲେ ପତ୍ନୀ

ଗଞ୍ଜାମ: ଗାଙ୍ଗପୁର ଥାନା ଆଇଆଇସି ଦେବ ଗମାଙ୍ଗଙ୍କ ବନ୍ଧୁକ ଗୁଳି ଫୁଟି ମୃତ୍ୟୁ ଘଟଣା । ସମୟ ବଢିବା ସହ ରହସ୍ୟ ମଧ୍ୟ ଘନିଭୂତ ହେଉଛି । ଆକସ୍ମିକ ଦୁର୍ଘଟଣା ନା ହତ୍ୟା ତାହା ସନ୍ଦୀହାନ ହୋଇଛି । ମୃତ୍ୟୁର ପ୍ରକୃତ କାରଣ ଏବେ ମଧ୍ୟ ଜଣାପଡିନୱାହିଁ । ସେପଟେ ମୃତ ଆଇଆଇସି ମାଆଙ୍କ ବୟାନ ମଧ୍ୟ ଘଟଣାରେ ନୂଆ ମୋଡ ଆଣିଛି ।

nis-ad
Leave A Reply

Your email address will not be published.