ଦାଦାର ଟାଙ୍ଗିଆ ଚୋଟରେ ଝିଆରୀ ମୃତ

ଦେବଗଡ଼: ମାନସିକ ବିକୃତ ଦାଦାର ଟାଙ୍ଗିଆ ଚୋଟରେ ୪ ବର୍ଷର ଝିଆରୀ ମୃତ। ଏଭଳି ଘଟଣା ଘଟିଛି ଦେବଗଡ଼ ଜିଲ୍ଲାର ରିଆମାଳ ଥାନା ଅନ୍ତର୍ଗତ ହେଟଖମାର ଗ୍ରାମରେ। ମୃତକ ଜଣକ ହେଲେ ରେ।ଜାଲିନ ଭଇଁଷ।।

ମିଳିଥିବା ସୂଚନା ଅନୁଯାୟୀ, ହେଟଖମାର ଗ୍ରାମର ସୁଶାନ୍ତ ଭଇଁଷ।ଙ୍କ ୪ ବର୍ଷର ଝିଅ ରେ।ଜାଲିନ ଘର ଆଗରେ ଖେଳୁଥିବା ବେଳେ ତାକୁ ତାଙ୍କର ନିଜର ଦାଦା ନ।ଗାର୍ଜୁନ ଆଜି ସକ।ଳେ ଏକ ଟାଙ୍ଗିଆରେ ଆକ୍ରମଣ କରିଥିଲା ।

ଘଟଣାସ୍ଥଳରେ ହିଁ ରେ।ଜାଲିନର ମୃତ୍ୟୁ ଘଟିଥିଲା। ନ।ଗାର୍ଜୁନକୁ ଗ୍ରାମବାସୀମାନେ କାବୁ କରି ପୁଲିସର ଜିମ। ଦେଇଥିଲେ। ଖବରପାଇ ରିଆମାଳ ଥାନା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

nis-ad
Leave A Reply

Your email address will not be published.