ଦିନ ୧୧ ଟାରୁ ୩ ଯାଏ ଚାଲିବନି ବସ୍, ଗାଇଡ଼ଲାଇନ ଜାରି କଲା ପରିବହନ ବିଭାଗ

ଭୁବନେଶ୍ବର: ଗ୍ରୀଷ୍ମ ଲହରୀ ମୁକାବିଲା ପାଇଁ ପରିବହନ ବିଭାଗ ଜାରି କଲା ଗାଇଡଲାଇନ। ଯାତ୍ରୀମାନଙ୍କ ସୁରକ୍ଷାକୁ ଦ୍‌ଷ୍ଟିରେ ରଖି ଦିନ ୧୧ଟାରୁ ୩ଟା ଯାଏ ଗଡ଼ିବନି ବସ୍ । ଏହା ସହିତ ବସରେ ରହିବ ବିଶୁଦ୍ଧ ପାନୀୟ ଜଳ ଏବଂ ଓଆରଏସ । ବସ୍‌ ଷ୍ଟପରେ ରହିବ ବିଶ୍ରାମଗାର, ଖୋଲିବ ଜଳଛତ୍ର । ବସରେ ଗହଳିକୁ ବାରଣ କରାଯାଇଛି । ଜାତୀୟ ରାଜପଥରେ ଖୋଲିବ ଓ୍ୱାଟର କିସ୍କକୋ ।

nis-ad
Leave A Reply

Your email address will not be published.