ମାର୍ଚ୍ଚ ୨୫ ରୁ ବିଧାନସଭାର ବଜେଟ ଅଧିବେଶନ

ଭୁବନେଶ୍ୱର: ଓଡ଼ିଶା ବସିବ ବିଧାନସଭାର ବଜେଟ ଅଧିବେଶନ ଆସନ୍ତା ମାର୍ଚ୍ଚ ୨୫ ରୁ ଆରମ୍ଭ ହୋଇ ୩୧ ପର୍ୟ୍ୟନ୍ତ ଚାଲିବ । ଏହି ଅଧିବେଶନରେ ମୋଟ ୬ଟି କାର୍ୟ୍ୟଦିବସ ରହିଛି । ମାର୍ଚ୍ଚ ୨୫ରେ ମାନ୍ୟବର ରାଜ୍ୟପାଳ ଅଭିଭାଷଣ ରଖିବେ । ଏହାପରେ ୨୬ ଓ ୨୮ ତାରିଖରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆଲୋଚନା କରାଯିବ।

ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ମାର୍ଚ୍ଚ ୩୦ ତାରିଖରେ ୨୦୨୨- ୨୩ ପାଇଁ କାମଚଳା ବଜେଟ ଉପସ୍ଥାପନ କରିବେ । ମାର୍ଚ୍ଚ ୩୧ ତାରିଖରେ ବ୍ୟୟ ମଞ୍ଜୁରୀ ବିଲ ପରିତ ହେବ । ଗୃହ ପରିଚାଳନା ନେଇ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ୧୫ ତାରିଖରେ ସର୍ବଦଳୀୟ ବୈଠକ ଆସନ୍ତା ବସିବ । ରାଜ୍ୟପାଳଙ୍କ ଅନୁମୋଦନ ଆସିବା ପରେ ବିଧିବଦ୍ଧ ତାରିଖ ଘୋଷଣା ହେବ ବୋଲି । 

nis-ad
Leave A Reply

Your email address will not be published.