ଅମର୍ଦ୍ଦା ରୋଡ୍‌ ଏୟାରଷ୍ଟ୍ରିପ ପାଇଁ ଚିଠି ଲେ‌ଖିଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର: ଅମର୍ଦ୍ଦା ରୋଡ୍‌ ଏୟାରଷ୍ଟ୍ରିପ କାର୍ଯ୍ୟକ୍ଷମ ନେଇ ପ୍ରତିରକ୍ଷା ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ।

UDAN 4.1 ଅଧୀନରେ ଭୁବନେଶ୍ୱର-ଅମର୍ଦ୍ଦା ରୋଡ୍(ମୟୂରଭଞ୍ଜ)କୁ ଏକ ସ୍ୱତନ୍ତ୍ର RCS(Radar cross-section) ମାର୍ଗ ଭାବରେ ଅନ୍ତର୍ଭୁକ୍ତ କରିଛି | ଉକ୍ତ ମାର୍ଗ ପାଇଁ Gsec Monarchକୁ ଏୟାରଲାଇନ୍ ଅପରେଟର ଭାବରେ ଚୟନ କରାଯାଇଥିବା ବେଳେ ସପ୍ତାରେ ୭ଟି ୯ ସିଟର ବିମାନ ଏହି ରୁଟ୍‌ରେ ଚଳାଚଳ ପାଇଁ ଅନୁମତି ମାଗିଛନ୍ତି ମୁଖ୍ୟଶାସନ ସଚିବ ।

nis-ad
Leave A Reply

Your email address will not be published.