ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଜୋରଦାର ପ୍ରଚାର

ଭଦ୍ରକ: ଆଉ ମାତ୍ର ଦୁଇ ଦିନ ପରେ ଆରମ୍ଭ ହେବ ପଞ୍ଚାୟତ ନିର୍ବାଚନ ଭୋଟ । ଭଦ୍ରକ ଜ଼ିଲ୍ଲାର ଭଦ୍ରକ ଓ ବନ୍ତ ଦୁଇଟି ବ୍ଲକରେ ଭୋଟ ଗ୍ରହଣ କରାଯିବ । ଶେଷ ମୁହୂର୍ତ୍ତରେ ଭୋଟ ହାତେଇବା ପାଇଁ ପ୍ରାର୍ଥୀ ମାନଙ୍କ ଚାଲିଛି ଜୋରଦାର ପ୍ରୟାସ । ବିଜେଡି ସମର୍ଥିତ ପ୍ରାର୍ଥୀମାନଙ୍କୁ ନିର୍ବାଚିତ କରିବା ପାଇଁ ଓଲିଉଡ଼ ତାରକା ବର୍ଷା ପ୍ରିୟଦର୍ଶିନୀ ଭଦ୍ରକ ବ୍ଲକ ବ୍ରହ୍ମପୁର ପଞ୍ଚାୟତରେ ନିର୍ବାଚନୀ ପ୍ରଚାର ଜୋରଦାର କରିଛନ୍ତି ।

ବିଜେଡି ସମର୍ଥିତ ପ୍ରାର୍ଥୀମାନଙ୍କୁ ନିର୍ବାଚିତ କରିବା ପାଇଁ ବର୍ଷା ଜୋରଦାର ପ୍ରୟାସ ଚଳାଇଛନ୍ତି ।

nis-ad
Leave A Reply

Your email address will not be published.