ସୋରରୁ କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ

ସୋର : ବାଲେଶ୍ବର ଜିଲ୍ଲା ସୋର ୧୬ନମ୍ବର ଜାତୀୟ ରାଜପଥରରୁ ବ୍ରାଉନସୁଗାର ଜବତ । କ୍ରାଇମବ୍ରାଞ୍ଚ ଏସଟିଏଫ ଅଧିକାରୀମାନେ ଏକ କିଲୋ ଶହେ ଗ୍ରାମ ବ୍ରାଉନସୁଗାର ଜବତ କରିଛନ୍ତି । ଏହି ଘଟଣାରେ ବାବୁ ଓରଫ କଲିମ ନାମକ କୁଖ୍ୟାତ ବେପାରୀକୁ ଗିରଫ କରାଯାଇଛି । ଜବତ ବ୍ରାଉନସୁଗାରର ମୂଲ୍ୟ ଏକ କୋଟି ୧୯ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।

nis-ad
Leave A Reply

Your email address will not be published.