ହାତୀ ମୃତଦେହ ପୋତିବା ଘଟଣାରେ ରେଞ୍ଜର ନିଲମ୍ବିତ

ଆାଠଗଡ: ଶିକାରୀ ଗୁଳିରେ ହାତୀ ମୃତ୍ୟୁ ଘଟଣା । ଗୁଳିବଦ୍ଧ ଦନ୍ତା ହାତୀର ମୃତଦେହକୁ ରାତିଅଧିଆ ପୋତିବା ମହଙ୍ଗା ପଡିଲା । ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗହଣ କରାଯାଇଛି।ଆଠଗଡ ରେଞ୍ଜର ଆୟାଶା ଅଖତାରୀ ନିଶାଙ୍କୁ ଚାକିରୀରୁ ଓଡିଶା ମୁଖ୍ୟ ବନ ସଂରକ୍ଷକ ନିଲମ୍ବିତ କରିଛନ୍ତି। ଅନୁଗୁଳ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକଙ୍କ ତଦନ୍ତ କୁ ଭିତ୍ତିକରି ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ଗତ ବର୍ଷ ୨୭-୮-୨୦୨୦ ବିଳମ୍ବିତ ରାତ୍ରିରେ ଦନ୍ତା ହାତୀର ମୃତଦେହକୁ ରାତିଅଧିଆ ପୋତି ଦିଆଯାଇଥିଲା।

nis-ad
Leave A Reply

Your email address will not be published.