କଟକ: ଜେଲ୍ ଗାର୍ଡକୁ ଚକମା ଦେଇ ମହିଳା କଏଦୀ ଫେରାର । କଟକ ଏସସିବି ମେଡିକାଲରୁ ମହିଳା କଏଦୀ ଫେରାର ହୋଇଥିବା ଖବର ସାମନାକୁ ଆସିଛି । ମେଡିକାଲର ପ୍ରସୂତି ବିଭାଗରେ ଚିକିତ୍ସିତ ହେଉଥିବା ବଳେ ଗାର୍ଡକୁ ଚକମା ଦେଇ କଏଦୀ ଫେରାର ହୋଇଥିବା ଜଣାପଡ଼ିଛି ।
ଚିକିତ୍ସା ପାଇଁ ଚୌଦ୍ଵାର ଜେଲରୁ ଏସସିବି ମେଡିକାଲକୁ କଏଦୀଙ୍କୁ ଅଣାଯାଇଥିଲା ।