ବିରମିତ୍ରପୁର : ସୁନ୍ଦରଗଡ ଜିଲ୍ଲାର କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ କୃଷ୍ଣ ଗଡତିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶ୍ରୀ ବିଭୀଷଣ ତନ୍ତୀଙ୍କ ତତ୍ୱାବଧାନରେ ଛାତ୍ରଛାତ୍ରୀଙ୍କୁ ନେଇଁ ବାର୍ଷିକ କ୍ରୀଡ଼ା କାଯ୍ୟକ୍ରମ କରାଯାଇଛି !
ଏହା ଦୁଇଦିନ ଧରି ଚାଲିବ ! ଏହି କାର୍ଯ୍ୟକ୍ରମରେ ରାଏବଗା ସି ଆର ସି ସି ଶ୍ରୀ ବିକାଶ ଚନ୍ଦ୍ର ସା ଉପସ୍ଥିତ ହୋଇ କ୍ରୀଡ଼ାର ଉଦେଶ୍ୟ ଓ ମହତ୍ୱ ଉପରେ ଆଳକ ପାତ କରିଥିଲେ ! ତଥା କ୍ରୀଡ଼ା କାର୍ଯ୍ୟକ୍ରମକୁ ଶୁଭଆରମ୍ଭ କାଟିଥିଲେ ! ଛାତ୍ରଛାତ୍ରୀ ମାନେ ୨୮ଟି କ୍ରୀଡ଼ା ବିଭାଗରେ ଅଂଶ ଗ୍ରହଣ କରିବାକୁ ଯାଇଛନ୍ତି ! ବିଦ୍ୟାଳୟର ପ୍ରତ୍ୟେକ ଶିକ୍ଷକ ଶିକ୍ଷୟିତ୍ରୀ କାଯ୍ୟକ୍ରମରେ ସହଯୋଗ କରିଥିଲେ !