ଛତ୍ରପୁର : ଛତ୍ରପୁର ର ବରିଷ୍ଠ ସାମ୍ବାଦିକ ଶ୍ରୀକାନ୍ତ ମହାନ୍ତିଙ୍କ ମାତା ତଥା ଅବସର ପ୍ରାପ୍ତ ଷ୍ଟାଫ ନର୍ସ ପ୍ରତିମା ମହାନ୍ତି (୮୬)ଙ୍କ ମୃତ୍ୟୁ ଘଟିଛି। ସେ ଶିକ୍ଷାବିତ ତଥା ରୋଟାରୀୟନ ଏସ. ରେଖା ମହାନ୍ତି ଙ୍କ ଶାଶୁ ଅଟନ୍ତି । ସେ ଜଣେ ଧର୍ମ ପାରାୟଣ, ମେଳାପି ଏବଂ ଶାନ୍ତ ସ୍ଵଭାବର ବ୍ୟକ୍ତିତ୍ଵ। ତାଙ୍କର ମୃତ୍ୟୁ ଖବର ଶୁଣି କଲେଜ ରୋଡ଼ ସ୍ଥିତ ନିଜସ୍ୱ ବାସ ଭଵନ ରେ ଛତ୍ରପୁର ର ବିଭିନ୍ନ ରାଜନୈତିକ ଦଳର ନେତା, ଆଇନଜୀବି, ବୃଦ୍ଧିଜୀବି ଏବଂ ଗଣମାଧ୍ୟମରେ ପ୍ରତିନିଧି ମାନେ ଉପସ୍ଥିତ ରହି ଶୋକ ସନ୍ତପ ପରିବାର ଙ୍କୁ ସମବେଦନା ଜଣାଇଥିଲେ, ଛତ୍ରପୁର ସ୍ଥିତ ସ୍ବର୍ଗଦ୍ୱାରା ଶେଷକୃତ କାର୍ଯ୍ୟ ସମ୍ପନ୍ନ ହୋଇଥିଲା
Sign in
Sign in
Recover your password.
A password will be e-mailed to you.