ରେଢାଖୋଲ : ଜିଲ୍ଲାପରିଷଦ ସଭ୍ୟଙ୍କୁ ତହସିଲଦାର ଦେବାଶିଷ ପାତ୍ର ଓ ଅମିନ କୁଳମଣୀ ନାଏକଙ୍କ ଦୁର୍ବ୍ୟବହାର ଘଟଣା । ଅମିନଙ୍କୁ ନିଲମ୍ବନ ସହ ତହସିଲଦାରଙ୍କୁ କାରଣ ଦର୍ଶାଅ ନୋଟିସ । ଅମିନ କୁଳମଣୀ ନାଏକଙ୍କୁ ନିଲମ୍ବନ କଲେ ଜିଲ୍ଲାପାଳ । ଉପଜିଲ୍ଲାପାଳଙ୍କ ତଦନ୍ତ ଆଧାରରେ ହୋଇଛି କାର୍ଯ୍ୟାନୁଷ୍ଠାନ । ୧୩ତାରିଖରେ ତହସିଲ ଅଫିସ କାର୍ଯ୍ୟାଳୟରେ ବିଜେପି ଜୋନ ୨ ର ଜିଲ୍ଲାପରିଷଦ ଶରତ ପ୍ରଧାନଙ୍କୁ ଦୁର୍ବ୍ୟବହାର ଅଭିଯୋଗ ହୋଇଥିଲା ।
Sign in
Sign in
Recover your password.
A password will be e-mailed to you.