ଛତ୍ରପୁର : ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ରେ ମା ଶ୍ୟାମାକାଳୀ ପୂଜା ଅନୁଷ୍ଠିତ ହୋଇଯାଇଛି l ମାର୍କେଟ ରୋଡ, ମଝିବଜାର, ନୀଳକଣ୍ଠ ସାହି, ରିକପଲ୍ଲୀ ରେ ଏହା ଦେଖିବାକୁ ମିଳିଛି l ଦୀପାବଳି ରେ ମାଙ୍କ ପୂଜା ପରେ ମଧ୍ୟ ରାତ୍ରରେ ମାଙ୍କ ମୁଖ ଉନ୍ମୋଚନ କରାଯାଇଥିଲା l ବଙ୍ଗୀୟ ଢଙ୍ଗରେ ଅତି ଉଚକୋଟି ର କାରୁକାର୍ଯ୍ୟ ଏବଂ ଆଲୋକ ସଜା ରେ ଛତ୍ରପୁର ସହର ଝଲସି ଉଠୁଥିଲା l ମାର୍କେଟ ରୋଡ଼ ପୂଜା ରେ ପଣ୍ଡିତ ସରୋଜ କୁମାର ଶତପଥି, ମୋତିଲାଲ ଦାସ, ଶଙ୍କର୍ଷଣ ନନ୍ଦ,ସୁଦ୍ଧା ସିନ୍ଧୁ ଦାସ,ରାହୁଲ ଦାସ ରୋଶନ ଦାସ, ସିପକ ତ୍ରିପାଠୀ ଙ୍କ ଦ୍ଵାରା କର୍ତ୍ତା ଇ. ରାଜ କୁମାର ଓ ଦେବବ୍ରତ panda ଏବଂ କମିଟି ବୃନ୍ଦ ଶୁଭମ, ଶେଖର, ଗୋପୀ, ବିଜୁ, ଗିରିଶ, ରୋହନ,କଲ୍ୟାଣ, ସାଧନ ଦୀପକ, ବାଲାଜୀ, କାଳିଆ, ଲିପୁନ,ଚଟ, ଦୁର୍ଗା, ଦଣ୍ଡ ଆଦି ମାନଙ୍କ ଦ୍ଵାରା ପାଳନ କରା ଯାଇଥିଲା l ଆସନ୍ତା ମଙ୍ଗଳବାର ଦିନ ମାଙ୍କ ଅର୍ଣ୍ଣ ପ୍ରସାଦ ସହ ବୁଧୁବାର ଦିନ ଭସାଣି କାର୍ଯ୍ୟ କ୍ରମ ରହିଛି l
Sign in
Sign in
Recover your password.
A password will be e-mailed to you.