ମହାପ୍ରସାଦ ପ୍ରସ୍ତୁତ ପରେ ନୁହଁ ବରଂ ପ୍ରସ୍ତୁତି ପୂର୍ବରୁ ଘିଅ ଯାଞ୍ଚ କରାଯାଉ : ସୁଆର ମହାସୁଆର ନିଯୋଗ ସାଧାରଣ ସମ୍ପାଦକ

ପୁରୀ : ତିରୁପତିଙ୍କ ପ୍ରସାଦରେ ଅପମିଶ୍ରଣ ଅଭିଯୋଗ ପରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ମହାପ୍ରସାଦରେ ନିମ୍ନ ମାନର ଘିଅ ଏବଂ ବିଭିନ୍ନ ସାମଗ୍ରୀ ମିଶୁଥିବା ପ୍ରସଙ୍ଗ  l ମହାପ୍ରସାଦ ଯାଞ୍ଚ ନେଇ ପତିକ୍ରିୟା ରଖିଛନ୍ତି ସୁଆର ମହାସୁଆର ନିଯୋଗ ସାଧାରଣ ସମ୍ପାଦକ  l ମହାପ୍ରସାଦ ପ୍ରସ୍ତୁତ ପରେ ନୁହଁ ବରଂ ପ୍ରସ୍ତୁତିରୁପତିଙ୍କ ପ୍ରସାଦରେ ଅପମିଶ୍ରଣ ଅଭିଯୋଗ ପରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ମହାପ୍ରସାଦରେ ନିମ୍ନ ମାନର ଘିଅ ଏବଂ ବିଭିନ୍ନ ସାମଗ୍ରୀ ମିଶୁଥିବା ପ୍ରସଙ୍ଗ  l

ମହାପ୍ରସାଦ ଯାଞ୍ଚ ନେଇ ପତିକ୍ରିୟା ରଖିଛନ୍ତି ସୁଆର ମହାସୁଆର ନିଯୋଗ ସାଧାରଣ ସମ୍ପାଦକ  l ମହାପ୍ରସାଦ ପ୍ରସ୍ତୁତ ପରେ ନୁହଁ ବରଂ ପ୍ରସ୍ତୁତି ପୂର୍ବରୁ ଯାଞ୍ଚ କରାଯାଉ  l ପୂର୍ବରୁ ମଧ୍ୟ ରୋଷଶାଳାକୁ ଆସୁଥିବା ବିଭିନ୍ନ ସାମଗ୍ରୀ ଯାଞ୍ଚ ଲାଗି ସେବାୟତ ନିୟୋଜିତ ଅଛନ୍ତି  l ଆନନ୍ଦ ବଜାର ଶୃଙ୍ଖଳା ଆଣିବା ଲାଗି ଗତକାଲି ସୁଆର ମହାସୁଆର ନିଯୋଗ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା  l

ଆନନ୍ଦ ବଜାରରେ ସହାୟତା କରୁଥିବା କର୍ମଚାରୀଙ୍କୁ ସ୍ୱତନ୍ତ୍ର ଡ୍ରେସ କୋଡ଼ କରାଯିବା ସହ ବାସି ଅଭଡ଼ା ବିକ୍ରି ଉପରେ କଟକଣା ଏବଂ ଓମଫେଡ ପକ୍ଷରୁ ସବସିଡି ଦିଆଯାଉ  । ମହାପ୍ରସାଦ ପ୍ରସ୍ତୁତିରେ ଉତ୍ତମ ମାନ ଓମଫେଡ ଘିଅ ବ୍ୟବହାର କରାଯିବା ନେଇ ବୈଠକରେ ଆଲୋଚନା ହୋଇଥିବା କହିଛନ୍ତି ସୁଆର ମହାସୁଆର ନିଯୋଗ ସାଧାରଣ ସମ୍ପାଦକ ନାରାୟଣ ମହାସୁଆର  l ପୂର୍ବରୁ ମଧ୍ୟ ରୋଷଶାଳାକୁ ଆସୁଥିବା ବିଭିନ୍ନ ସାମଗ୍ରୀ ଯାଞ୍ଚ ଲାଗି ସେବାୟତ ନିୟୋଜିତ ଅଛନ୍ତି  l

ଆନନ୍ଦ ବଜାର ଶୃଙ୍ଖଳା ଆଣିବା ଲାଗି ଗତକାଲି ସୁଆର ମହାସୁଆର ନିଯୋଗ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା  l  ଆନନ୍ଦ ବଜାରରେ ସହାୟତା କରୁଥିବା କର୍ମଚାରୀଙ୍କୁ ସ୍ୱତନ୍ତ୍ର ଡ୍ରେସ କୋଡ଼ କରାଯିବା ସହ ବାସି ଅଭଡ଼ା ବିକ୍ରି ଉପରେ କଟକଣା ଏବଂ ଓମଫେଡ ପକ୍ଷରୁ ସବସିଡି ଦିଆଯାଉ । ମହାପ୍ରସାଦ ପ୍ରସ୍ତୁତିରେ ଉତ୍ତମ ମାନ ଓମଫେଡ ଘିଅ ବ୍ୟବହାର କରାଯିବା ନେଇ ବୈଠକରେ ଆଲୋଚନା ହୋଇଥିବା କହିଛନ୍ତି ସୁଆର ମହାସୁଆର ନିଯୋଗ ସାଧାରଣ ସମ୍ପାଦକ ନାରାୟଣ ମହାସୁଆର  l

nis-ad
Leave A Reply

Your email address will not be published.