ମହାପ୍ରସାଦ ପ୍ରସ୍ତୁତ ପରେ ନୁହଁ ବରଂ ପ୍ରସ୍ତୁତି ପୂର୍ବରୁ ଘିଅ ଯାଞ୍ଚ କରାଯାଉ : ସୁଆର ମହାସୁଆର ନିଯୋଗ ସାଧାରଣ ସମ୍ପାଦକ
ପୁରୀ : ତିରୁପତିଙ୍କ ପ୍ରସାଦରେ ଅପମିଶ୍ରଣ ଅଭିଯୋଗ ପରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ମହାପ୍ରସାଦରେ ନିମ୍ନ ମାନର ଘିଅ ଏବଂ ବିଭିନ୍ନ ସାମଗ୍ରୀ ମିଶୁଥିବା ପ୍ରସଙ୍ଗ l ମହାପ୍ରସାଦ ଯାଞ୍ଚ ନେଇ ପତିକ୍ରିୟା ରଖିଛନ୍ତି ସୁଆର ମହାସୁଆର ନିଯୋଗ ସାଧାରଣ ସମ୍ପାଦକ l ମହାପ୍ରସାଦ ପ୍ରସ୍ତୁତ ପରେ ନୁହଁ ବରଂ ପ୍ରସ୍ତୁତିରୁପତିଙ୍କ ପ୍ରସାଦରେ ଅପମିଶ୍ରଣ ଅଭିଯୋଗ ପରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ମହାପ୍ରସାଦରେ ନିମ୍ନ ମାନର ଘିଅ ଏବଂ ବିଭିନ୍ନ ସାମଗ୍ରୀ ମିଶୁଥିବା ପ୍ରସଙ୍ଗ l
ମହାପ୍ରସାଦ ଯାଞ୍ଚ ନେଇ ପତିକ୍ରିୟା ରଖିଛନ୍ତି ସୁଆର ମହାସୁଆର ନିଯୋଗ ସାଧାରଣ ସମ୍ପାଦକ l ମହାପ୍ରସାଦ ପ୍ରସ୍ତୁତ ପରେ ନୁହଁ ବରଂ ପ୍ରସ୍ତୁତି ପୂର୍ବରୁ ଯାଞ୍ଚ କରାଯାଉ l ପୂର୍ବରୁ ମଧ୍ୟ ରୋଷଶାଳାକୁ ଆସୁଥିବା ବିଭିନ୍ନ ସାମଗ୍ରୀ ଯାଞ୍ଚ ଲାଗି ସେବାୟତ ନିୟୋଜିତ ଅଛନ୍ତି l ଆନନ୍ଦ ବଜାର ଶୃଙ୍ଖଳା ଆଣିବା ଲାଗି ଗତକାଲି ସୁଆର ମହାସୁଆର ନିଯୋଗ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l
ଆନନ୍ଦ ବଜାରରେ ସହାୟତା କରୁଥିବା କର୍ମଚାରୀଙ୍କୁ ସ୍ୱତନ୍ତ୍ର ଡ୍ରେସ କୋଡ଼ କରାଯିବା ସହ ବାସି ଅଭଡ଼ା ବିକ୍ରି ଉପରେ କଟକଣା ଏବଂ ଓମଫେଡ ପକ୍ଷରୁ ସବସିଡି ଦିଆଯାଉ । ମହାପ୍ରସାଦ ପ୍ରସ୍ତୁତିରେ ଉତ୍ତମ ମାନ ଓମଫେଡ ଘିଅ ବ୍ୟବହାର କରାଯିବା ନେଇ ବୈଠକରେ ଆଲୋଚନା ହୋଇଥିବା କହିଛନ୍ତି ସୁଆର ମହାସୁଆର ନିଯୋଗ ସାଧାରଣ ସମ୍ପାଦକ ନାରାୟଣ ମହାସୁଆର l ପୂର୍ବରୁ ମଧ୍ୟ ରୋଷଶାଳାକୁ ଆସୁଥିବା ବିଭିନ୍ନ ସାମଗ୍ରୀ ଯାଞ୍ଚ ଲାଗି ସେବାୟତ ନିୟୋଜିତ ଅଛନ୍ତି l
ଆନନ୍ଦ ବଜାର ଶୃଙ୍ଖଳା ଆଣିବା ଲାଗି ଗତକାଲି ସୁଆର ମହାସୁଆର ନିଯୋଗ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ଆନନ୍ଦ ବଜାରରେ ସହାୟତା କରୁଥିବା କର୍ମଚାରୀଙ୍କୁ ସ୍ୱତନ୍ତ୍ର ଡ୍ରେସ କୋଡ଼ କରାଯିବା ସହ ବାସି ଅଭଡ଼ା ବିକ୍ରି ଉପରେ କଟକଣା ଏବଂ ଓମଫେଡ ପକ୍ଷରୁ ସବସିଡି ଦିଆଯାଉ । ମହାପ୍ରସାଦ ପ୍ରସ୍ତୁତିରେ ଉତ୍ତମ ମାନ ଓମଫେଡ ଘିଅ ବ୍ୟବହାର କରାଯିବା ନେଇ ବୈଠକରେ ଆଲୋଚନା ହୋଇଥିବା କହିଛନ୍ତି ସୁଆର ମହାସୁଆର ନିଯୋଗ ସାଧାରଣ ସମ୍ପାଦକ ନାରାୟଣ ମହାସୁଆର l