ଭିଜିଲାନ୍ସ ଜାଲରେ ଜେଲ୍ ସୁପରିଣ୍ଟେଣ୍ଡେଣ୍ଟ, ୭ଟି ସ୍ଥାନରେ ଏକକାଳୀନ ଚଢାଉ

କେନ୍ଦୁଝର: ଭିଜିଲାନ୍ସ ଜାଲରେ ଜେଲ୍ ସୁପରିଣ୍ଟେଣ୍ଡେଣ୍ଟ । କେନ୍ଦୁଝର ଜେଲ୍ ସୁପରିଣ୍ଟେଣ୍ଡେଣ୍ଟ ସତ୍ୟପ୍ରକାଶ ସ୍ବାଇଁଙ୍କ ଘରେ ରେଡ୍ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସର ଚଢ଼ାଉ କରିଛି। କେନ୍ଦୁଝର ଅଫିସ ସହ ଭୁବନେଶ୍ବରରେ ଏକକାଳୀନ ରେଡ୍ ଚାଲିଛି।

ଭୁବନେଶ୍ୱରରୁ ଏକ ଟିମ ସହ କେନ୍ଦୁଝର ଭିଜିଲାନ୍ସ ସହାୟତାରେ ଚଢ଼ାଉ ଜାରି ରହିଛି । କେନ୍ଦୁଝର ଅଫିସ୍ , ବାସଭବନ , ଭଦ୍ରକ ପୈତୃକ ଭବନ , ଭୁବନେଶ୍ୱର ଲକ୍ଷ୍ମୀ ସାଗର ନିଜ ଘର ଓ ଶ୍ୱଶୁର ଘର ଜାଗମରାରେ ଥିବା ଘର ସହ ଏକକାଳୀନ ୭ ଟି ସ୍ଥାନରେ ଚଢାଉ ଜାରି ରହିଛି ।

nis-ad
Leave A Reply

Your email address will not be published.