ବୀରମିତ୍ରପୁର : ସୁନ୍ଦରଗଡ ଜିଲ୍ଲାର ବୀରମିତ୍ରପୁର ସହର, ଦେଶର ସର୍ବୁଚ ନ୍ୟାୟାଳୟ ତରଫରୁ ଆରକ୍ଷଣ ସମାପ୍ତ କରିବା ଷଡ଼ଯନ୍ତ୍ର ବିରୋଧରେ ଆଜି ୧୨ ଘଣ୍ଟିଆ ଭାରତ ବନ୍ଦ ବୀରମିତ୍ରପୁର ସହର ଚାଇନା ଟାଉନ ଓ ବିର୍ଷା ଛକରେ ଗଣଧାରଣା ର ବିକ୍ଷୋଭ ଯେତେ ପର୍ଯ୍ୟନ୍ତ ଆରକ୍ଷଣ ହକ ରହିବ ଆମଚଳିତ ଆଦିବାସୀଙ୍କ ଏସସୀ ଏଷ୍ଟି ସଂରକ୍ଷଣ ଉପରେ ସୁପ୍ରିମ କୋର୍ଟରୁ ଆସିଥିବା ରାଏ ଆତ୍ୟନ୍ତର ଦୁର୍ଭାଗ୍ୟ ଜନକ ଏବଂ ଅସମ୍ବଧିକ ମୂଳ ଉପରେ ସମାଧାନ ଆଟିକଲ ୩୪୧ ସିଡୁଲ କାଷ୍ଟ ୩୪୨ ସିଡୁଲ ତ୍ରାପ୍ସିକୁ ବିଭାଜନ କରିଛି | ଯାହାତ୍ରା ଏସସୀ ଏଷ୍ଟି ସଂରକ୍ଷଣ ବ୍ୟଧିତ କରଣ ତିମିନରକୁ ପାର୍ଲ୍ୟାମେଣ୍ଟେ ଏବଂ ରାଷ୍ଟ୍ରପତି ଙ୍କ ବିନା ଅନୁମତିରେ କରାଯାଇ ପାରିବ ନାହିଁ ! କିନ୍ତୁ ୦୧/୦୮/୨୦୨୪ ତାରିଖ ଦିନ ସୁପ୍ରିମକୋର୍ଟ ର ଏକତରଫା ଭାବରେ ରିଜର୍ଭରେଶନ ଉପରେ ରିଜର୍ଭରେଶନ ଏବଂ ବର୍ଧିକରଣ କରାଯିବ ପାରିବ ବୋଲି ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶକ ଦେଇଛନ୍ତି |
ଏହାତ୍ରା ମୂଳକ ବାବା ସାହେବ ଆମ୍ବେଦକର ଙ୍କ ଅପମାନ ସହିତ ଆଦିବାସୀଙ୍କ ଓ ଦଳିତ ସମାଜର ଏକତାକୁ ଦୁର୍ବଳ ଏବଂ ଭାଇଚରାକୁ ନଷ୍ଟ କରିବା ପାଇ ଚେଷ୍ଟା କରାଯାଇଛି ! ଏସସୀ ଏଷ୍ଟି ଙ୍କ ରିଯାର୍ଭାରେଶନ କୁ ଗୋଟିଏ ପିଢ଼ିରେ ସୀମିତ ରକ୍ଷିବ ଓ ରିଯାର୍ଭାରେଶନ କୁ ପର୍କ୍ଷ ଭାବେ ବନ୍ଦକରିବାର ଷଡ଼ଯନ୍ତ୍ର କରିଛନ୍ତି ! ତେଣୁ ଆଜି ଭାରତ ବନ୍ଦ ଯାତ୍ରାଟି ଆଦିବାସୀ ,ଦଳିତ ଏକହୋଇ ରାଜରାସ୍ତାରେ ବାହାରିଛନ୍ତି | ଶତାଧିକ ମହିଳା ଓ ପୁରୁଷଙ୍କ ସହିତ ଏହି ଅବସରରେ ପୂର୍ବତନ ବିଧାୟକ ନିହାର ସୁରୀନ,ରୋହିତ ଦୀପ ଓ ପିନ୍ଟୁ କୌରାଙ୍କ ଉପସ୍ଥିତିରେ ଭାରତ ବନ୍ଦ ଡାକରା ସମ୍ପୂର୍ଣ ହୋଇଯାଇଛି |