ପୂର୍ବତନ ଶିକ୍ଷକ ନେତାଙ୍କ ଦେହାନ୍ତ…

ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲା ଅଧୀନରେ ଥିବା ବଣେଇ ଓ ରାଉରକେଲା ଶିକ୍ଷା ଜିଳ୍ଲାର ବିଭିନ୍ନ ବିଦ୍ୟାଳୟରେ ଶିକ୍ଷା ଦାନ କରିଥିବା ବରିଷ୍ଠ ଶିକ୍ଷକ ନେତାଙ୍କ ବାର୍ଦ୍ଧକ୍ୟ ଜନିତ ରୋଗଗ୍ରସ୍ତ ହେତୁ ଗତ ରାତିରେ ନିଜ ଜନ୍ମ ଗାଁ ରେ ମୃତ୍ୟୁ ବରଣ କରିଛନ୍ତି ! ସେ ଜଣେ ଏକା ଧାର ରେ ଶିକ୍ଷାବିତ, ସମାଜସେବୀ, ଲେଖକ, ଛାତ୍ର ବତ୍ସଲ୍ୟ ଓ ଶିକ୍ଷା ପ୍ରମି ଥିଲେ ! ତାଙ୍କ ନାମ ଶରତ କିଶୋର ମହାପାତ୍ର, ଶ୍ରୀ ମହାପାତ୍ରଙ୍କ ହାଠାତ ମୃତ୍ୟୁ ହୋଇଥିବାରୁ ରାଉରକେଲା ଶିକ୍ଷା ଜିଲ୍ଲାରେ ସୋକର ଛାୟା ଖେଳିଯାଇଛି ! ଏହି ମୃତ୍ୟୁ ଖବର ଶୁଣିବା ମାତ୍ରକେ ସୁନ୍ଦରଗଡ ଜିଲ୍ଲାର ଶିକ୍ଷକ ନେତା ଶ୍ରୀ ଗୋବିନ୍ଦ ଚନ୍ଦ୍ର ସୁଆର, ଭାସ୍କର ନନ୍ଦ, ମମତା କର, ବ୍ରଜବନ୍ଧୁ ବାରିକ, ଶ୍ରୀନିବାସ ରାଉତ, ସକିନ୍ଦ୍ର କୁମାର ସ୍ବାଇଁ , ବାସୁଦେବ ପାଢ଼ୀ, ନିରଞ୍ଜନ ନାଏକ, ସନ୍ତୋଷ ବାସା, ଅଭ୍ୟ ସାହୁ, କବିତା ପାଢ଼ି, ମହମ୍ମଦ ହବିବ, କିଶୋର ପତି, ବସନ୍ତ ତ୍ରିପାଠୀ, ଦିଲୀପ ପ୍ରଧାନ, ରାମଲାଲ ତନ୍ତି, ଶୈଲେଶ ଚୌଧୁରୀ, ତ୍ରିନାଥ ବିଶୋଇ, ଦିଲୀପ ସାହୁ, ଓ ଶିକ୍ଷକ ନେତା ଶ୍ରୀ ବିଭୀଷଣ ତନ୍ତି ଶୋକ ପ୍ରକାଶ କରିବା ସହିତ ତାଙ୍କ ଆତ୍ମାର ସଦଗତି ନିମନ୍ତେ ଭଗବାନଙ୍କ ନିକଟରେ କାମନା କରିଛନ୍ତି !

nis-ad
Leave A Reply

Your email address will not be published.