ମାଲକାନଗିରି : ଆଜି ସ୍ଥାନୀୟ ଜିଲ୍ଲା ପରିଷଦ କନଫରେନ୍ସ ହଲରେ ମାଲକାନଗିରି ବିଧାୟକ ଶ୍ରୀ ନରସିଂହ ମାଡକାମି ମୂଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ରାୟ ଶହେରୁ ଉର୍ଦ୍ଧ୍ବ ଭୂମିହୀନ ଆଦିବାସୀ ହିତାଧିକାରୀ ମାନଙ୍କୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ମାଲକାନଗିରି ର ଉପଜିଲ୍ଲାପାଳ ଶ୍ରୀ ଦୁର୍ଯୋଧନ ଭୋଇ, ତହସିଲଦାର ଡଃ ଲଳିତ କୁମାର ବାଘ,ବନ ବିଭାଗ ଅଧିକାରୀ ବାଣିଶ୍ରୀ ମନସ୍ବିନୀ ଦେବୀ , ତହସିଲ କାର୍ଯ୍ୟାଳୟର ମୁଖ୍ୟ କିରାଣୀ ଶିବ ଚରଣ ସୀଠ , ବରିଷ୍ଠ କିରାଣୀ ମନୋହର ସୁଗ୍ରୀବ,ଡି ଡବଲୁ ଓ ଅନିମେଷ ମହାପାତ୍ର ଏବଂ ଜଙ୍ଗଲ ଜମି କୋଅର୍ଡିନେଟର ସୌରଭ କୀର୍ତ୍ତନିଆଙ୍କ ସହିତ ସ୍ବେଚ୍ଛାସେବୀ ସଂସ୍ଥା ” ପରିବର୍ତନ” ର କର୍ମକର୍ତ୍ତା ସରୋଜ କୁମାର ଅଗସ୍ତି ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.
Next Post