ଯଶୋଦା ଫାଉଣ୍ଡେସନ ପକ୍ଷରୁ ଚାରା ରୋପଣ ଓ ବଣ୍ଟନ କାର୍ଯ୍ୟକ୍ରମ

ଛତ୍ରପୁର : ଯଶୋଦା ଫାଉଣ୍ଡେସନ ପକ୍ଷରୁ ଚାରା ରୋପଣ ଓ ବଣ୍ଟନ କାର୍ଯ୍ୟକ୍ରମ ଟ୍ରଷ୍ଟି ସାଗରିକା ପଣ୍ଡାଙ୍କ ପୌରହିତ୍ୟ ରେ ଅନୁଷ୍ଠିତ ହୋଇଯାଇଛି, ଛତ୍ରପୁର ବ୍ଲକ ଅନ୍ତର୍ଗତ ବଳରାମପୁର ଗ୍ରାମ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଅତିଥି ଭାବେ ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ, ଶିକ୍ଷାବିତ ସୋମନାଥ ସାହୁ ଓ ନାରାୟଣ ପ୍ରଧାନ ଙ୍କ ସମେତ ସ୍ୱୟଂ ସହାୟିକା ଗୋଷ୍ଠୀ ର ମା ମାନେ ଯୋଗଦେଇ ଚାରା ରୋପଣ କରିଥିଲେ, ଏହାସହିତ ମହିଳାମାନଙ୍କୁ ନଡ଼ିଆ ଗଛ ଠାରୁ ଆରମ୍ଭ କରି ବିଭିନ୍ନ ରକମର ଚାରା ବଣ୍ଟନ କରାଯାଇଥିଲା , ସମସ୍ତ କାର୍ଯ୍ୟକ୍ରମ କୁ ଟ୍ରଷ୍ଟି ଶ୍ରୀମତୀ ପଣ୍ଡା, ପୁଷ୍ପାଞ୍ଜଳି ଓ ସୁଦଷ୍ଣା ସାହୁ ପରିଚାଳନା ରେ ସହଯୋଗ କରିଥିଲେ

nis-ad
Leave A Reply

Your email address will not be published.