ଏମ.ଭି.ଏ ଟ୍ରାନ୍ସଫରମର ଆସିକା ସହର ପାଇଁ ସ୍ଥାପିତ :ଲୋ ଭୋଲ୍ଟେଜ ସମସ୍ୟା ଦୂର ହେବ…


ବ୍ରହ୍ମପୁର: ଆସିକା ସହରରେ ଦୀର୍ଘ ଦିନ ହେଲା ଲୋ ଭୋଲ୍ଟେଜ ସମସ୍ୟା ଲାଗିରହିଲା। ଆଜି ପୂର୍ବ ସୂଚନା ଦେଇ ଟାଟା ପାୱାର ସକାଳ ୭ ଘଣ୍ଟା ଠାରୁ ସନ୍ଧ୍ୟା ୫ ଘଣ୍ଟା ବୁଦ୍ୟୁତ ସରବାରହ ବନ୍ଦ ରହିବାକୁ ସୂଚନା ଦେଇଥିଲା। ଆଜି ଆସିକା ତାଲୁକା ଛକ ଠାରେ ଥିବା ସବ ଷ୍ଟେସନ ଠାରେ ଏକ ୮ ଏମ.ଭି.ଏ ର ନୂତନ ଟ୍ରାନ୍ସଫରମର ସ୍ଥାପିତ କରାଯାଇଛି। ଏହି ନୂତନ ଟ୍ରାନ୍ସଫର୍ମର ସ୍ଥାପିତ ହେବା ପରେ ଲୋଭୋଲ୍ଟେଜ ସମସ୍ୟା ଦୂର ହୋଇଛି। ଏହି ଭଳି ଆସିକା ଟାଟା ପାୱାର ପକ୍ଷରୁ ଅନ୍ୟ ଅଞ୍ଚଳ ପାଇଁ ମଧ୍ୟ ନୂତନ ଟ୍ରାନ୍ସଫରମର ଆସିଥିବା ଜଣାପଡିଛି।

nis-ad
Leave A Reply

Your email address will not be published.