ନବରଙ୍ଗପୁର : ପଂଚାୟତ କାର୍ଯ୍ୟାଳୟ ସ୍ଥାନାନ୍ତର ଦାବିରେ ଇଚ୍ଛାପୁର ସରପଞ୍ଚ ଜଗଦୀଶ ମାଝୀ ଓ ଦୁଇ ଜଣ ୱାର୍ଡ ସଭ୍ୟ ଙ୍କୁ ତାଲା ପକାଇ ରଖିଲେ ଗ୍ରାମ ବାସୀ l ସୂଚନା ଥାଉକି
ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ଇଚ୍ଛାପୁର ପଞ୍ଚାୟତ ୨୦୧୭ ମସିହାରେ ୧୧ଗୋଟି ୱାର୍ଡ କୁ ନେଇ ଗଠିତ ହୋଇଥିଲା କିନ୍ତୁ ପଞ୍ଚାୟତ କାର୍ଯ୍ୟାଳୟଟି କରଲାମାଲ ଗ୍ରାମ ଠାରେ ନିର୍ମାଣ ହୋଇଥିଲା। ଯାହାକୁ ନେଇ ଉଭୟ ଗୋଷ୍ଟି ଉଚ୍ଚ ନ୍ୟାୟଳୟ ର ଦ୍ୱାରସ୍ତ ହୋଇଥିଲେ, ଉଚ୍ଚ ନ୍ୟାୟାଳୟ ପୂର୍ବ ନିର୍ଦ୍ଧାରିତ ସ୍ଥାନରେ ପଂଚାୟତ କାର୍ଯ୍ୟାଳୟ ରହିବ ବୋଲି ଶୁଣାଣି କରିବା ପରେ କରଲାମାଲ ଠାରେ ଅବସ୍ଥାପିତ ପଞ୍ଚାୟତ କାର୍ଯ୍ୟାଳୟକୁ ପୁନଃ ଇଚ୍ଛାପୁର ସ୍ଥାନାନ୍ତର ନିମନ୍ତେ ଆଜି ଏହି ଘଟଣା ଘଟିଥିବା ପ୍ରକାଶ।
Sign in
Sign in
Recover your password.
A password will be e-mailed to you.