ଟିଟ୍ରାପଙ୍ଗାରେ ସ୍ଵେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

ଫୁଲବାଣୀ : ଟିଟ୍ରାପଙ୍ଗାରେ ସ୍ଵେଛାକୃତ ରକ୍ତଦାନ ଶିବିର ଅନୁଷ୍ଟିତ କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ୍ ଅନ୍ତର୍ଗତ ଟିଟ୍ରାପଙ୍ଗା ପଞ୍ଚାୟତ ରେ ଗାଁ କଲ୍ୟାଣ ସମିତି ଏବଂ ସମ୍ବାଦ ଓ ପଞ୍ଚାୟତ ର ମିଳିତ ଆନୁକୂଲ୍ୟ ରେ ସ୍ଵେଛାକୃତ ରକ୍ତଦାନ ଶିବିର ଅନୁଷ୍ଟିତ ହେଇଯାଇଛି l ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଖଜୁରୀପଡ଼ା ବ୍ଲକ୍ ଅଧ୍ୟକ୍ଷା ଅନିମା କହଁର ଯୋଗ ଦେଇଥିଲେ l ସେହିପରି ସଂମାନନିତ ଅତିଥି ଭାବେ ଖଜୁରୀପଡ଼ା ଥାନା ଅଧିକାରୀ ଚାପଧାରୀ ପ୍ରଧାନ ଙ୍କ ସମେତ ପଞ୍ଚାୟତ ର ସରପଞ୍ଚ ସଞ୍ଜୀବ ଲୋଚନ ପ୍ରଧାନ. ପୂର୍ବତନ ନାଇକ୍ ସରପଞ୍ଚ ଜିତେନ୍ଦ୍ର ଦିଗାଲ. ସମ୍ବାଦ ଅନୁଷ୍ଟାନ ର ବଳଦେବ ବେହେରା ସମିତି ସଭ୍ୟା..ପ୍ରିହମ୍ ଚାରିଟେବୁଲ୍ ଟ୍ରଷ୍ଟ ର ଅଧ୍ୟକ୍ଷ କୁନା ଦିଗାଲ ଯୋଗଦେଇ ଥିଲେ l ଟିଟ୍ରାପଙ୍ଗା ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ର ସ୍ୱାସ୍ତ୍ୟ କର୍ମଚାରୀ ରବୀନ୍ଦ୍ର ନାଥ ମଲିକ. ପୁରୁଷ ସ୍ୱାସ୍ତ୍ୟ କର୍ମୀ ସୁବ୍ରତ ନାଉୟକ. ମହିଳା ସ୍ୱାସ୍ତ୍ୟ କର୍ମୀ ଆରତୀ ସାହୁ. ଗୋଷ୍ଠି ସ୍ୱାତ୍ୟ ଅଧିକାରୀ ବିଷ୍ଣୁପ୍ରିୟା ମୁଖି. ଆଶା କର୍ମୀ କମଳା କହଁର. ରଶ୍ମିତା ଦିଗାଲ. ସଞ୍ଜୁଲତା ବେହେରା ଏବଂ ଅନ୍ୟାନ୍ୟ ଆଶା କର୍ମୀ ଓ କନ୍ଧମାଳ ଜିଲ୍ଲା ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ ର ବ୍ଲଡ଼ ବ୍ୟାଙ୍କ ଅଧିକାରୀ ସୁନୀଲ କୁମାର ବେହେରା . ନର୍ସିଙ୍ଗ ଅଫିସର୍ ଅର୍ଚନା ପ୍ରଧାନ. ଲ୍ୟାବ ଟେକ୍ନିସିୟାନ୍ ଦିନକୃଷ୍ଣ ମହାନ୍ତ . ଡି ଏମ୍ ଏ ପ୍ରଶାନ୍ତ କୁମାର ରତ୍ନାଲୂ. ଚଥୁର୍ଥ କର୍ମଚାରୀ ବରୁଣ ବେହେରା. ଡ୍ରାଇଭର୍ ଜ୍ୟୋତିରଞ୍ଜନ ପୃଷ୍ଟି ଏହି ସ୍ଵେଛାକୃତ ରକ୍ତଦାନ ଶିବିରରେ ଯୋଗ ଦେଇଥିଲେ l ଏହି ରକ୍ତଦାନ ଶିବିରରେ ପ୍ରାୟ 25 ୟୁନିଟ୍ ରୁ ଉର୍ଦ୍ଧ ରକ୍ତ ସଂଗ୍ରହ ହେଇଥିବା ସୂଚନା ଦେଇଛନ୍ତି ସ୍ୱାସ୍ତ୍ୟ କର୍ମୀ l

nis-ad
Leave A Reply

Your email address will not be published.