ସୋସିଆଲ ମିଡିଆରୁ ହଟିଲା ୪୨୦ ଆପତ୍ତିଜନକ ପୋଷ୍ଟ

ଭୁବନେଶ୍ୱର : ସୋସିଆଲ ମିଡିଆରୁ ହଟିଲା ୪୨୦ ଆପତ୍ତିଜନକ ପୋଷ୍ଟ । ଆଦର୍ଶ ଆଚରଣ ବିଧି ଓ ଆଇନ ଉଲ୍ଲଙ୍ଘନକାରୀ ପୋଷ୍ଟ ହଟାଯାଇଛି । ଓଡ଼ିଶା ପୋଲିସର ସୋସିଆଲ ମିଡିଆ ମନିଟରିଂ ସେଲ୍ ପୋଷ୍ଟ ହଟାଇଛି । ଅପମାନଜନକ, ଘୃଣାତ୍ମକ, ହିଂସା ଉଦ୍ରେକକାରୀ ପୋଷ୍ଟ ହଟାଯାଇଛି । ୨୦୨୪ ନିର୍ବାଚନ ସମ୍ପର୍କିତ ୪୨୦ଟି ଆପତ୍ତିଜନକ ପୋଷ୍ଟ ଫେସବୁକ୍, ଇନଷ୍ଟାଗ୍ରାମ, ୟୁଟ୍ୟୁବ ଓ ‘X’ରୁ ହଟାଗଲା । ଫେସବୁକରୁ ୨୫୬, ଇନଷ୍ଟାଗ୍ରାମରୁ ୧୫୪ ଓ ୟୁଟ୍ୟୁବରୁ ୯ଟି ପୋଷ୍ଟ ହଟାଯାଇଛି । ୯୫୦ ବ୍ୟବହାରକାରୀଙ୍କ ଉପରେ କଡ଼ା ନଜର ରଖିଛି ପୋଲିସ ।

nis-ad
Leave A Reply

Your email address will not be published.