କଟକ ଏସସିବି ପରିସରରେ ଶ୍ରମିକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କଟକ: ଶ୍ରମିକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । କଟକ ଏସସିବି ସମ୍ପ୍ରସାରଣ ପ୍ରୋଜେକ୍ଟ ଅଞ୍ଚଳ ପରିସରରେ ଘଟିଛି ଘଟଣା। ଘଟଣାସ୍ଥଳରେ ମଙ୍ଗଳାବାଗ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତକ ଜଣକ ଠିକା ସଂସ୍ଥାର ଜଣେ ଶ୍ରମିକ ଥିବା ସୂଚନା । ମୃତ୍ୟର କାରଣ ଅସ୍ପଷ୍ଟ। ତଦନ୍ତ ଜାରି। ମୃତକଙ୍କ ପରିବାର ବର୍ଗଙ୍କୁ ଖବର ଦେଇଛି ପୋଲିସ।

nis-ad
Leave A Reply

Your email address will not be published.