ନୟାଗଡ଼ ସାମ୍ବାଦିକ ଶାଖାର ପ୍ରତିଷ୍ଠା ଦିବସ…

ନୟାଗଡ଼ : ଆଜି ନୟାଗଡ଼ ସାମ୍ବାଦିକ ଭବନ ଠାରେ ନୟାଗଡ଼ ସାମ୍ବାଦିକ ଶାଖାର ପ୍ରତିଷ୍ଠା ଦିବସରେ ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ଅରୁଣ କୁମାର ସାହୁ, ଉତ୍କଳ ସାମ୍ବାଦିକ ସଂଘର ସଭାପତି ବିଭୂତି ଭୂଷଣ କର ଓ ଉତ୍କଳ ସାମ୍ବାଦିକ ସଂଘର ୩୦୦ସାମ୍ବାଦିକ ଯୋଗଦେଇଥିଲେ । ଏହି ପ୍ରତିଷ୍ଠା ଦିବସ ରେ ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ଅରୁଣ କୁମାର ସାହୁ ନକାରାତ୍ମକ ଖବର ସଙ୍କଟ ମଧ୍ୟକୁ ଟାଣି ନେଉଥିବା ବେଳେ ସକାରାତ୍ମକ ଖବର ନୂତନ ସୁଯୋଗ ସୃଷ୍ଟି କରିବା ସହ ମୌଳିକ ସମସ୍ୟାର ସମାଧାନ କରେ । ସକାରାତ୍ମକ ଖବର ପରିବେଷଣ ଉନ୍ନତ ସମାଜ ଗଠନରେ ସହାୟକ ହେବ ବୋଲି କହିଥିଲେ ।

nis-ad
Leave A Reply

Your email address will not be published.