ଅଣ୍ଡର 14 ହକି ଖେଳାଳିଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା !

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା ବିର୍ସା ମୁଣ୍ଡା ହକି ଇଷ୍ଟାଦୀୟମ ରେ ଚଳିତ ମାସ ୧୭ ତାରିଖ ରୁ ଅଣ୍ଡର 14 ହକି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଥିଲା !ଏହି ଟୁର୍ଣ୍ଣାମେଣ୍ଟରେ ଓଡ଼ିଶାର ୧୩ ଟି ଜିଲ୍ଲାରୁ ଅଣ୍ଡର 14 ର ଖେଳାଳି ମାନେ ଯୋଗଦେଇଥିଲେ ! ଏହି ମଧ୍ୟରୁ ସୁନ୍ଦରଗଡ଼ ଜିଲ୍ଲାର କୁଆଁରମୁଣ୍ଡା ବ୍ଲକ ଓ ରାଜଗାଙ୍ଗପୁର ବ୍ଲକ ଅଣ୍ଡର 14 ମଧ୍ୟରେ ଗତ ୨୩ ତାରିଖ ଗୁରୁବାର ଦୁଇ ଦଳ ମଧ୍ୟରେ ଫାଇନାଲ ମ୍ୟାଚ ଖେଳା ବିର୍ସା ମୁଣ୍ଡା ହକି ଷ୍ଟଡିୟମରେ ଖେଳା ଯାଇଥିଲା ! ଦୁଇ ଦଳ ମଧ୍ୟରୁ STC କୁଆଁରମୁଣ୍ଡା ବ୍ଲକର ଟିମ ପ୍ରଥମ ସ୍ଥାନ ୩/୧ ଗୋଲ ଦେଇ ହାସଲ କରିଥିବା ବେଳେ ଦୂତୀୟ ସ୍ଥାନ ରାଜଗାଙ୍ଗପୁର ହେଥିଲେ ! ଏହାକୁ ନେଇ ଆଜି କୁଆଁରମୁଣ୍ଡା ବ୍ଲକ ଅଧୀନରେ ଥିବା ଝୁନୁମୁର ପଞ୍ଚାୟତର ନୂତନ ହକି ଇଷ୍ଟାଡିୟମ ରେ ଆଜି ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ ! ଏହି କାର୍ଯ୍ୟକ୍ରମରେ କୁଆଁରମୁଣ୍ଡା ବ୍ଲକର ଚରମେନ ଯୋୟତି କେରକେଟ୍ଟା, ଜିଲ୍ଲା ପରିଷଦ କ ନେଭିଲ କେରକେଟ୍ଟା, କୁଆଁରମୁଣ୍ଡା ବ୍ଲକ ସଭାପତି ରାଜେଶ ହାସଦା, ସନ୍ଧୀୟା ରାନି ଲାକ୍ରା, କୋଚ ରମେଶ କେରକେଟ୍ଟା, ପ୍ରବିନ ତିର୍କୀ, ଜୟେଡେଗା ସରପଞ୍ଚ ପୁଷ୍ପା ଲୁଗୁନ, କାଦୋବାହାଲ ସରପଞ୍ଚ ମାମ୍ତା ଲୁସିଆ ଓ ଝୁନୁମୂର ସରପଞ୍ଚ ମିଶନ ଗୁଡ଼ିଆ ପ୍ରମୁଖ ଉପସ୍ଥିତ ଉପସ୍ଥିତ ଥିଲେ !

nis-ad
Leave A Reply

Your email address will not be published.