ହସନପୁର ଉର୍ଦ୍ଦୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଜ୍ଞାନ ମେଳା

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାର ସରକାରୀ ଉର୍ଦ୍ଦୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହସନପୁର ରାଉରକେଲା -୧ ରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ବିଶ୍ରାଶିକ୍ଷା କାର୍ଯ୍ୟାଳୟର ଏ ବି ଇ ଓ ଶ୍ରୀଯୁକ୍ତ କୃପାସିନ୍ଧୁ ପତିଙ୍କ ଦ୍ଵାରା ଉଦଘାଟନ ହୋଇଯାଇଛି !ଏଥିରେ ୨୫ଟି ବିଜ୍ଞାନ ପ୍ରକଳ୍ପ ଛାତ୍ରଛାତ୍ରୀ ଆସି ଅଂଶ ଗ୍ରହଣ କରିଥିଲେ ! ଏହି କାର୍ଯ୍ୟକ୍ରମର ପରିଚାଳନା ପ୍ରଧାନ ଶିକ୍ଷକ ରଜା ଅହମଦ କରିଥିଲେ ! କାର୍ଯ୍ୟକ୍ରମରେ ସହଯୋଗ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଫରିଦା ଜମିଲ,ସସ୍ମିତା ମନ୍ତ୍ରୀ, ଯଶୋଦା ରାଉତ, ଫିରୋଜ ଆଫସର୍ କରିଥିଲେ ! ଏଥିରେ ଏସ ଏମ ସି ସଭାପତି ମହମ୍ମଦ ଆଲତାଫ ହୁସେନ ,ପୂର୍ବତନ କାଉନସିଲର ଆଫରୋଜ ଅହମଦ, ମୋହମ୍ମଦ ଖାଲିଦ, ଏଯାଜ ଆଖତର ଓ ମୋହମ୍ମଦ ଜାୱେଦ ଏବଂ ଅନ୍ୟ ମାନ୍ୟଗଣ୍ୟ ଲୋକ ଓ ସମାଜ ସେବୀ ପ୍ରମୁଖ ଯୋଗଦେଇଥିଲେ ! ଶେଷରେ ଧନ୍ୟବାଦ ଗୀୟାପଣ କରିଥିଲେ ଫାରିଦା ଜମିଳ ଏବଂ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ !

nis-ad
Leave A Reply

Your email address will not be published.