ଜୁଆ ଆଡ୍ଡା ଉପରେ ଚଢଉ: ୫ ଜୁଆଡି ଗିରଫ…


ହିଞ୍ଜିଳିକାଟୁ ୨୩!୧୦ ହିଞ୍ଜିଳିକାଟୁ ଥାନା ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ଆଙ୍କୋରଡା ଗ୍ରାମ କେନାଲ ନିକଟ ରେ ବହୁ ଦିନ ଧରି ଜୁଆ ଖେଳ ଚାଲିଥିଲା । ଏଥିରେ ବିଭିନ୍ନ କୋଣରୁ ଜୁଆ ଖେଳାଳିମାନେ ଏଠାରେ ପହଞ୍ଚି ଖେଳରେ ଲିପ୍ତ ରହୁଥିଲେ। ଏହି ଖବର ପାଇ ହିଞ୍ଜିଳି ଥାନା ଅଧିକାରୀ ଶ୍ରୀନିବାସ ସେଠି ଓ ଟିମ୍ ପହଞ୍ଚି ଛଦ୍ମ ବେଶରେ ରହି ସେମାନଙ୍କୁ କାବୁ କରି ୫ ଜଣ ଜୁଆଡିଙ୍କୁ ଧରିବା ସହ ନଗଦ୯ ,ହଜାର ୪୫୦ ଟଙ୍କା ଜବତ କରିଛି ପୋଲିସ

nis-ad
Leave A Reply

Your email address will not be published.