ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ଯୁବକଙ୍କୁ ହତ୍ୟା…

ଶେରଗଡ଼ : ଅଶାନ୍ତ ଗଞ୍ଜାମ ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ଯୁବକଙ୍କୁ ହତ୍ୟା l ଏମିତି ଏକ ଚଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି, ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ଅନ୍ତର୍ଗତ ବରମୁଣ୍ଡଳୀ ପଂଚାୟତ ଅନ୍ତର୍ଗତ ଲଷ୍ମୀନୃସିଂହପୁର ଗ୍ରାମରେ l ସୂଚନା ଅନୁସାରେ ଲଷ୍ମୀନୃସିଂହପୁର ଗ୍ରାମର ଡମ୍ବ ଗୌଡ଼ଙ୍କ ପୁଅ ସୂର୍ଯ୍ୟ ଗୌଡ଼ ବୟସ 35 କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି
ମୃତକ ମା ଝୁନୁ ଗୌଡ଼ l ସୂଚନା ମୁତାବକ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା ହୋଇଥିବା କୁହାଯାଉଛି l ମୃତକ ଜଣକ ଆନ୍ଦ୍ରରେ କାମକରି ନିଜ ପରିବାର ପ୍ରତିପୋଷଣ କରଥିବା ସୂଚନା ରହିଛି l

nis-ad
Leave A Reply

Your email address will not be published.