ଓଡିଶା ମୋ ପରିବାର ରକ୍ତଦାନ ଶିବିର ଅନୁଷ୍ଠିତ…

ଫୁଲବାଣୀ : ସରକାରୀ ସ୍ୱୟଂ ଶାସିତ ମହାବିଦ୍ୟାଳୟ ୟୁଥ ରେଡ୍ କ୍ରସ୍ ଓ ଓଡିଶା ମୋ ପରିବାର ଆନୁକୂଲ୍ୟରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା l ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପ୍ରଧାନ ଉଦ୍ଧଘାଟନ କରିଥିଲେ l ସେହିପରି ସମ୍ମାନିତ ଅତିଥି ଭାବେ କନଭେନର ତଥା ସମ୍ପାଦକ ସୁକାନ୍ତ କୁମାର ବେହେରା , ସୁନୀଲ ସେଠୀ, ବିଷ୍ଣୁ ଚରଣ ମଲ୍ଲିକ, କୋଡ଼ିନେଟର ଭାଗିରଥି ସେଠୀ, ପ୍ରବୀଣ ବେହେରା, ବ୍ଳଡ଼ ବ୍ୟାଙ୍କ ଅଧିକାରୀ ଡାଃ ଜୟ ଦୀପ ଘୋଶ,ରେଡକ୍ରସର ସମସ୍ତ ସ୍ଵେଚ୍ଛାସେବୀ ଓ ଓଡ଼ିଶା ମୋ ପରିବାରର ସମସ୍ତ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ l ଏହି ଶିବିରରେ ସର୍ବ ମୋଟ 40 ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା l

nis-ad
Leave A Reply

Your email address will not be published.