ଜୁଆ ଆଡ୍ଡା ଉପରେ ଚଢାଉ: ୫ ଗିରଫ,୧ଲକ୍ଷ ,୨୯ ହଜାର ଟଙ୍କା ଜବତ…

ହିଞ୍ଜିଳିକାଟୁ,୮।୯ ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ ଘୋଡାଇଶୁଣି ପାହାଡ଼ ନିକଟରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଗୁରୁବାର ବିଳମ୍ବିତ ରାତ୍ରରେ ହିଞ୍ଜିଳି ପୋଲିସ ଚଢ଼ାଉ କରି ୫ ଜଣ ଜୁଆଡିଙ୍କୁ ଗିରଫ କରିଛି। ପୋଲିସ ଚଢ଼ାଉ ବେଳେ ଅନ୍ୟ କିଛି ଜୁଆଡି ଖସି ପଳାଇଥିଲେ। ଜୁଆ ଆଡ୍ଡାରୁ ୧ଲକ୍ଷ ୨୯ ହଜାର ୧୪ ହଜାର ଟଙ୍କାସହ ୫ଗୋଟି ମୋବାଇଲ ଫୋନ ଓ ତାହା ପୋଲିସ ଜବତ କରିଛି । ଏ ନେଇ ହିଞ୍ଜିଳି ଥାନାରେ ନଂ- ୬୪୪/୨୩ ରେ ମାମଲା ରୁଜୁ ହୋଇଥିବା ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାଶ ସୂଚନା ଦେଇଛନ୍ତି।

nis-ad
Leave A Reply

Your email address will not be published.