ସମସ୍ତ ଡକାୟତ ଚୋରି କରିସାରି ଘରର ପାଚେରୀ ଡେଇଁ ଫେରାର ହୋଇଯାଇଛନ୍ତି । ହେଲେ ଜଣେ ଡକାୟତ ପାଚେରୀ ଡେଇଁ ଖସିଯିବାକୁ ଉଦ୍ୟମ କରିବା ବେଳେ ପାଚେରୀରୁ ପଡି ଗୋଡ ଭାଙ୍ଗିଯାଇଛି । ଫଳରେ ସେ ଆଉ ଆଗକୁ ନଯାଇପାରି ଘର ପାଖରେ ଥିବା ଚାଷ ଜମିରେ ପଡି ରହିଥିଲା । ପରେ ଗ୍ରାମବାସୀମାନେ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ପୋଲିସର ଜିମା ଦେଇଛନ୍ତି । କୋକସରା ପୋଲିସ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି ।
Post Views: 6