Browsing Category

ବିଦେଶ

୪୮ ଘଣ୍ଟା ମଧ୍ୟରେ ସାଉଦି ଆରବ ଉପରେ ଆକ୍ରମଣ କରିପାରେ ଇରାନ

ସାଉଦି ଆରବ : ଆସନ୍ତା ୪୮ ଘଣ୍ଟା‌ ମଧ୍ୟରେ ଇରାନ ସାଉଦି ଆରବ ଉପରେ ଆକ୍ରମଣ କରିପାରେ। ଆମେରିକାର ଏକ ରିପୋର୍ଟ ଅନୁଯାୟୀ ଏଭଳି ଦାବି ହୋଇଛି। ଆମେରିକାର ୩ ଜଣ ଗୁଇନ୍ଦା ଅଧିକାରୀ ଏଭଳି ଦାବି କରିବା ପରେ ବିଶ୍ବବ୍ୟାପୀ ହଇଚଇ ସୃଷ୍ଟି ହୋଇଛି। ଆମେରିକା ଅଧିକାରୀମାନେ କହିଛନ୍ତି, ଆକ୍ରମଣ…

ଭାରତୀୟମାନେ ପ୍ରତିଭାବାନ୍‌ ଓ ପରିଶ୍ରମୀ: ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌

ମସ୍କୋ: ଭାରତର ନାଗରିକମାନଙ୍କୁ ପ୍ରତିଭାବାନ୍‌, କଠିନ ପରିଶ୍ରମୀ ଓ ଉଚ୍ଚାଭିଳାଷୀ କହି ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ ଭାରତର ଭୂୟସୀ ପ୍ରଶଂସା କରିଛନ୍ତି। ଶୁକ୍ରବାର ଦିନ ରୁଷ୍‌ର ‘ଏକତା ଦିବସ’ ଅବସରରେ ଉଦ୍‌ବୋଧନ ଦେବା ସମୟରେ ପୁଟିନ୍‌ କହିଛନ୍ତି, ବିକାଶ କ୍ଷେତ୍ରରେ…

ଉତ୍ତର କୋରିଆର ୧୮୦ଟି ଯୁଦ୍ଧବିମାନ ଚିହ୍ନଟ କରିବା ପରେ ତୁରନ୍ତ ଲଢୁଆ ଜେଟ୍‌ ଉଡ଼ାଣ ଆରମ୍ଭ କଲା ଦକ୍ଷିଣ କୋରିଆ

ସିଓଲ୍‌: ଆଜି ସାମରିକ ସୀମାନ୍ତରେ ୪ ଘଣ୍ଟା କାଳ ଉତ୍ତର କୋରିଆର ୧୮୦ଟି ଯୁଦ୍ଧବିମାନ ଉଡୁଥିବା କଥା ଚିହ୍ନଟ କରିବା ପରେ ଦକ୍ଷିଣ କୋରିଆ ତୁରନ୍ତ ତା’ର ଲଢୁଆ ଜେଟ୍‌ ଉଡ଼ାଣ ଆରମ୍ଭ କରିଛି। ଏ ସଂକ୍ରାନ୍ତରେ ଜାରି କରିଥିବା ବିବୃତିରେ ଦକ୍ଷିଣ କ‌ୋରିଆ ସେନା କହିଛି, ‘ମିଲିଟାରି…

ଆଜିଠୁ ଟ୍ୱିଟର୍ କର୍ମଚାରୀଙ୍କ ଛଟେଇ, ଅଫିସରେ ତାଲା ପକାଇଲେ ଏଲନ୍ ମସ୍କ!

ନୂଆଦିଲ୍ଲୀ: ସୋଶାଲ ମିଡିଆ ପ୍ଲାଟଫର୍ମ ଟ୍ୱିଟର୍‌କୁ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଏଲନ୍ ମସ୍କ କିଣି ସାରିଛନ୍ତି। ଟ୍ୱିଟର୍ କିଣିବା ପରେ ଏବେ ଏହାର କର୍ମଚାରୀଙ୍କୁ କମ୍ କରିବା ପାଇଁ ପ୍ରୟାସ କରିଛନ୍ତି। ଆଜିଠାରୁ କର୍ମଚାରୀଙ୍କ ଛଟେଇ ଆରମ୍ଭ ହୋଇଛି। କର୍ମଚାରୀଙ୍କୁ ମେଲ୍ ଜରିଆରେ ଏନେଇ…

ଇମ୍ରାନ ଖାନ୍‌ଙ୍କୁ ଗୁଳିମାଡ଼: ବିକ୍ଷୋଭ ପରେ ଲକ୍‌ଡାଉନ୍ ଲାଗୁ

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଉପରେ ଗୁଳିମାଡ ପରେ ଇସଲାମାବାଦରେ ସ୍ଥିତି ଉତ୍ତେଜନା ପୂର୍ଣ୍ଣ ରହିଛି । ଇମ୍ରାନଙ୍କ ସମର୍ଥକମାନେ ବିଭିନ୍ନ ସ୍ଥାନରେ ବିକ୍ଷୋଭ ଜରି ରଖିଛନ୍ତିି। ରାସ୍ତାରେ ଟାୟର ଜାଳି ଲୋକେ ଜୋର ଦାର ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି।…

ଲଣ୍ଡନ ସହରରେ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ବିଗ୍ରହ ସ୍ଥାପନ

ଲଣ୍ଡନ: ଲଣ୍ଡନ ସହରର ସାଉଥ୍ ହଲସ୍ଥିତ ଶ୍ରୀରାମ ମନ୍ଦିର ପରିସରରେ ଶ୍ରୀଜଗନ୍ନାଥ ମହାପ୍ରଭୁ, ଶ୍ରୀବଳଭଦ୍ର ମହାପ୍ରଭୁ ଓ ଦେବୀସୁଭଦ୍ରାଙ୍କର ଶ୍ରୀବିଗ୍ରହ ସ୍ଥାପନା ଦିବସ ଅନୁଷ୍ଠିତ ହେବାକୁ ଯାଉଛି। ନଭେମ୍ବର ୫ ତାରିଖ ଦିନ ସେମାନେ ଶ୍ରୀଜଗନ୍ନାଥ ମହାପ୍ରଭୁ, ଶ୍ରୀବଳଭଦ୍ର ମହାପ୍ରଭୁ ଓ ଦେବୀ…

ଷ୍ଟେସନରେ କାଗଜ ତିଆରି ‘ଅଫିମ ଫୁଲ’ ବିକିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ

ଲଣ୍ଡନ: ନୂଆ ରୂପରେ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ। ଆର୍ଥିକ ମାନ୍ଦାବସ୍ଥା ଓ ଉଚ୍ଚ ମୁଦ୍ରାସ୍ଫୀତି ଭିତରେ ପ୍ରଧାନମନ୍ତ୍ରୀ ବିକିଛନ୍ତି କାଗଜ ତିଆରି ଅଫିମ ଫୁଲ। ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣା ସତ। ଗୁରୁବାର ସକାଳ ପ୍ରାୟ ୮ଟା। ଲଣ୍ଡନ ଟ୍ୟୁବ ଷ୍ଟେସନରେ ଯାତ୍ରୀଙ୍କ ଖଚାଖଚ ଭିଡ। ଯିଏ…

ପୁଟିନଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ

ନୂଆଦିଲ୍ଲୀ: ପୁଣିଥରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ବ୍ରିଟିସ୍ ଗଣମାଧ୍ୟମ ‘ବ୍ରିଟେନ ଏକ୍ସପ୍ରେସ’ର ଏକ ରିପୋର୍ଟ ଅନୁଯାୟୀ, ଅନଲାଇନରେ ରୁଷ ରାଷ୍ଟ୍ରପତି ପୁଟିନଙ୍କ ପ୍ରକାଶିତ ଏକ ଫଟୋରେ ତାଙ୍କ ହାତରେ ଅଜବ ଚିହ୍ନ ରହିଥିବା ଏବଂ…

ଜଳୁଛି ୟୁକ୍ରେନ : ୨୪ ଘଣ୍ଟାରେ ୬୦ଟି କ୍ଷେପଣାସ୍ତ୍ର ମାଡ଼, ୧୫ ଥର ଏୟାରଷ୍ଟ୍ରାଇକ କଲା ରୁଷ

କିବ୍ : ୟୁକ୍ରେନ ଉପରେ ଘନ ଘନ କ୍ଷେପଣାସ୍ତ୍ର ମାଡ଼ କରିଚାଲିଛି ରୁଷ୍ । ଏହା ଫଳରେ ରାଜଧାନୀ କିବ୍ ସମେତ ଅନ୍ୟାନ୍ୟ ସହରରେ ବ୍ୟାପକ କ୍ଷୟକ୍ଷତି ହେବାରେ ଲାଗିଛି ।ୟୁକ୍ରେନର ପ୍ରମୁଖ ସମ୍ବାଦ ସରବରାହ ସଂସ୍ଥା ୟୁକ୍ରିନଫର୍ମ ପକ୍ଷରୁ କୁହାଯାଇଛି ଯେ ଗତ ୨୪ ଘଣ୍ଟାରେ ୟୁକ୍ରେନ ଉପରେ ରୁଷ…

ଟ୍ବିଟର ବ୍ଲୁଟିକ୍ ପାଇଁ ଦର ମୂଲଚାଲ କରୁଛନ୍ତି ମସ୍କ୍ : ୨୦ ନହେଉ ପଛେ ୮ ଡଲାର ଦିଅ !

ନୂଆଦିଲ୍ଲୀ : ବିଶ୍ବର ନଂ୧ ଧନୀ ବ୍ୟକ୍ତି ଏଲନ ମସ୍କଙ୍କ ଦ୍ବାରା ଟ୍ବିଟର ଅଧିଗ୍ରହଣ ପରେ ଏହି ସୋସିଆଲ ମିଡିଆ କମ୍ପାନିର ମ୍ୟାନେଜମେଣ୍ଟ ଓ କାର୍ଯ୍ୟକାରିତାରେ ବ୍ୟାପକ ପରିବର୍ତ୍ତନ କରିବାରେ ଲାଗିଛନ୍ତି । କମ୍ପାନିର ରାଜସ୍ବ ବଢାଇବାକୁ ସେ ବ୍ଲୁଟିକ ପାଇଁ ୟୁଜରମାନଙ୍କଠାରୁ ମାସିକ ୨୦…