Browsing Category

ବିଦେଶ

ଭାରତୀୟ ଆଇଟି ପ୍ରଫେସନାଲ୍‌ଙ୍କୁ ଆଶ୍ୱସ୍ତି ଦେଲା ଆମେରିକା; ଏଚ୍‌-୧ ବି ଭିସା ରିନ୍ୟୁ ପାଇଁ ସ୍ୱଦେଶ ଯିବାକୁ…

ୱାଶିଂଟନ: ଆମେରିକାରେ ଚାକିରି କରୁଥିବା ଭାରତୀୟ ଆଇଟି ପ୍ରଫେସନାଲ୍‌ଙ୍କୁ ବଡ଼ ଆଶ୍ୱସ୍ତି ଦେଇଛି ଆମେରିକା । ଆମେରିକା ଏଚ୍‌-୧ ବି ଏବଂ ଏଲ୍‌-୧ ଭିସା ଉପରେ ଏକ ପାୟଲଟ୍ ପ୍ରୋଜେକ୍ଟ ଆରମ୍ଭ କରିବାକୁ ଯାଉଛି । ଏହି ପ୍ରୋଜେକ୍ଟ ଅଧିନରେ ଆମେରିକା ଡୋମେଷ୍ଟିକ୍ ଭିସା ରିଭେଲିଡେସନ୍ ଆରମ୍ଭ କରିବ…

ଘଣ୍ଟାକରେ ୟୁକ୍ରେନ୍ ଉପରେ ରୁଷ୍‌ର ୧୭ ମିସାଇଲ୍ ମାଡ଼

କିଏଭ: ଶୁକ୍ରବାର ରୁଷ୍ ଏକ ଘଣ୍ଟା ମଧ୍ୟରେ ୟୁକ୍ରେନ୍ ଉପରେ ୧୭ ମିସାଇଲ୍ ମାଡ଼ କରିଛି । ଏହି ଆକ୍ରମଣ ସକାଳ ୪ଟା ବେଳେ ୟୁକ୍ରେନ୍‌ର ଜପୋରିଜିୟା ଅଞ୍ଚଳରେ କରାଯାଇଛି । ଦ କିଏଭ୍ ଇଣ୍ଡିପେଣ୍ଡେଣ୍ଟ୍ ରିପୋର୍ଟ ଅନୁସାରେ ଯୁଦ୍ଧ ଆରମ୍ଭ ପରେ ଏକସଙ୍ଗେ ଏତେ ସଂଖ୍ୟକ ମିସାଇଲ୍ ମାଡ଼ କରାଯିବା ଏହା…

ହିଂସା ପାଇଁ ଆହ୍ବାନ ଦେଉଛନ୍ତି କଶ୍ମୀର ଓ ଖଲିସ୍ତାନୀ ସମର୍ଥକ : ବ୍ରିଟିଶ ଅଧିକାରୀ…

ଲଣ୍ଡନ: ବ୍ରିଟେନରେ କଶ୍ମୀର ଓ ଖଲିସ୍ତାନ ସପକ୍ଷବାଦୀ ଚରମପନ୍ଥୀଙ୍କ ଉପସ୍ଥିତିକୁ ନେଇ ସତର୍କ ହୋଇଉଠିଛନ୍ତି । ବ୍ରିଟିଶ ସରକାରଙ୍କ ଆତଙ୍କବାଦ ନିରୋଧୀ ଯୋଜନାର ସମୀକ୍ଷାରେ ବ୍ରିଟେନରେ ରହୁଥିବା କଶ୍ମୀର ସପକ୍ଷବାଦୀ ମୁସଲମାନ ଓ ଖଲିସ୍ତାନ ସପକ୍ଷବାଦୀ ଦେଶ ପାଇଁ ବିପଦ ଭାବେ ଦର୍ଶାଯାଇଛି ଏବଂ…

ତୁର୍କୀରେ ବିରଳ ପ୍ରକାରର ଭୂମିକମ୍ପ : ୨ ଦିନରେ ୫ଟି ବଡ଼ ଭୂମିକମ୍ପ, ୧୦୦ରୁ ଅଧିକ ମୃଦୁ ଭୂମିକମ୍ପ

ଇସ୍ତାନବୁଲ : ତୁର୍କୀରେ ଯେପରି ଭୂମିକମ୍ପ ହୋଇଛି ତାହା ପୂର୍ବରୁ କେବେ ଦେଖାଯାଇନଥିଲା । ପୂର୍ବରୁ ଅନେକ ବିନାଶକାରୀ ଭୂମିକମ୍ପ ହୋଇଛି, କିନ୍ତୁ ବାରମ୍ବାର ଏତେ ଥର ଭୂମିକମ୍ପ ହେବ ସମଗ୍ର ବିଶ୍ବରେ ବିରଳ ବୋଲି କୁହାଯାଉଛି । କାରଣ ସୋମବାର ଭୋର ୪ଟା ବେଳେ ଆସିଥିବା ୭.୮ ତୀବ୍ରତାର ପ୍ରଥମ…

ଆମେରିକା ଯେଉଁ ଭଳି ଘଟଣା ଘଟାଇଛି ତାହା ଆଦୌ ଗ୍ରହଣୀୟ ନୁହେଁ : ଚୀନ୍‌…

ନୂଆଦିଲ୍ଲୀ: ଶନିବାର ଦିନ ଦକ୍ଷିଣ କାରୋଲିନା ଉପକୂଳବର୍ତ୍ତୀ ଅଗଭୀର ସମୁଦ୍ର ଉପରେ ଆମେରିକୀୟ ସେନାର ଏକ ଲଢୁଆ ଜେଟ୍‌ ଗୋଟାଏ ସନ୍ଦିଗ୍ଧ ଚୀନ ‘ସ୍ପାଏ ବେଲୁନ୍‌’କୁ କ୍ଷେପଣାସ୍ତ୍ର ନିକ୍ଷେପ କରି ଖସାଇ ଦେଇଛି। ଏନେଇ ପେଣ୍ଟାଗନର ଅଧିକାରୀମାନେ ସୂଚନା ଦେଇଛନ୍ତି।ଆମେରିକା ଆକାଶରେ ଦେଖା…

ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ମୁଶାରଫଙ୍କ ପରଲୋକ…

ଇସଲାମାବାଦ : ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ତଥା ସେନାଧ୍ୟକ୍ଷ ପରବେଜ ମୁଶାରଫଙ୍କର ପରଲୋକ ହୋଇଯାଇଛି। ଦୀର୍ଘଦିନ ଧରି ଅସୁସ୍ଥ ଥିବା ମୁଶାରଫ ରବିବାର ଦୁବାଇର ଏକ ଡାକ୍ତରଖାନାରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ହୋଇଥିଲା। ମୁଶାରଫଙ୍କ ମୃତଦେହକୁ…

ବିବାଦୀୟ ବିଷୟବସ୍ତୁ ନହଟାଇବାରୁ ଉଇକିପିଡ଼ିଆ ଉପରେ ପ୍ରତିବନ୍ଧକ ଲଗାଇଲା ପାକିସ୍ତାନ…

ଇସଲାମାବାଦ: ଲୋକପ୍ରିୟ ମାଗଣା ଏନସାଇକ୍ଲୋପିଡ଼ିଆ ଉଇକିପିଡ଼ିଆ ଉପରେ ପ୍ରତିବନ୍ଧକ ଲଗାଇଲା ପାକିସ୍ତାନ। ପାକିସ୍ତାନ ଟେଲିକମ୍ୟୁନିକେସନ୍ ଅଥରିଟି (ପିଟିଏ) ଏହି ପଦକ୍ଷେପ ନେଇଥିବା ଜଣାପଡ଼ିଛି। ପିଟିଏର ମୁଖପାତ୍ର ଏହି ସୂଚନା ଦେଇଛନ୍ତି। ଫେବ୍ରୁଆରି ୧ରେ ପିଟିଏ ଏକ ପ୍ରେସ ବିଜ୍ଞପ୍ତି ଜାରି…

ନ୍ୟୁକ୍ଲିୟ ବୋମା-କୋରାନ ହାତରେ ଧରି ବିଶ୍ୱକୁ ଡରାଅ, ଭିକ ମାଗିବାର ଆବଶ୍ୟକତା ନାହିଁ…

ଇସଲାମାବାଦ,୪ ।୨: ପାକିସ୍ତାନର ଆର୍ଥିକ ସଙ୍କଟ ସମସ୍ତଙ୍କୁ ଅବଗତ । ଦେଶ ଏମିତି ଆର୍ଥିକ ସଙ୍କଟ ଦେଇ ଗତି କରୁଛି ଯେ ଏବେ ଦେବାଳିଆ ପରିସ୍ଥିତିରେ ପହଞ୍ଚି ଗଲାଣି । ଦେଶରେ ମହଙ୍ଗା ମାଡ ଏତେ ହେଲାଣି ଯେ ସାଧାରଣ ଜନତା ପରସ୍ପର ମଧ୍ୟରେ ମାଡଗୋଳ ଆରମ୍ଭ କରି ଦେଲେଣି । ପାକିସ୍ତାନ ଏବେ ସାରା…

ଆମେରିକା ଉପରେ ଚାଇନାର ବେଲୁନ ଦେଖି ବଢିଲା ଟେନସନ : ବ୍ଲିଙ୍କନଙ୍କ ବେଜିଂ ଯାତ୍ରା ସ୍ଥଗିତ…

ୱାଶିଂଟନ,୪ ।୨: ଆମେରିକାର ପ୍ରତିରକ୍ଷା ମନ୍ତ୍ରଣାଳୟ ‘ପେଣ୍ଟାଗନ’ କହିଛି ଦେଶରେ ଏକ ଚାଇନା ଗୁଇନ୍ଦା ବେଲୁନ ଦେଖାଯାଇଛି । ୩ଟି ବସ ଆକାରର ଏହି ବେଲୁନ ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କନଙ୍କ ଚାଇନା ଯାତ୍ରାର ଠିକ ପୂର୍ବରୁ ଦେଖାଯାଇଛି । ପେଣ୍ଟାଗନର ପ୍ରବକ୍ତା ବ୍ରିଗେଡିୟର ଜନରାଲ…

ବ୍ରିଟେନର ପ୍ରଧାନମନ୍ତ୍ରୀ ହେବା ମୋର ଧର୍ମ: ସୁନକ

ଲଣ୍ଡନ,୪ ।୨: ମୂଳ ଭାରତୀୟ ବାସିନ୍ଦା ତଥା ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନକ ଗତ ବର୍ଷ ରାଜନୈତିକ ଉତ୍ଥାନ ପତନ ମଧ୍ୟରେ ୧୦ କାଉଣ୍ଟିଂ ଷ୍ଟ୍ରିଟରେ ଶୀର୍ଷ ପଦ ସମ୍ଭାଳିବା ପଛରେ ନିଜର ପ୍ରେରଣାକୁ ନିଜର ‘ଧର୍ମ’ ବୋଲି କହିଛନ୍ତି । ବ୍ରିଟେନର ପ୍ରଥମ ଭାରତୀୟ ମୂଳ ବାସିନ୍ଦା ଋଷି ସୁନକ…