Browsing Category

ବିଦେଶ

ଭୟଙ୍କର ରୋଗରୁ ମୁକ୍ତ ହେଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସ୍ୱାସ୍ଥ୍ୟକୁ ନେଇ ବଡ ଖବର ସାମ୍ନାକୁ ଆସିଛି । ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଙ୍କ ଛାତିରୁ ସଫଳତାପୂର୍ବକ ସ୍କିନ କ୍ୟାନ୍ସରର କ୍ଷତକୁ ସର୍ଜରୀ କରି ହଟାଇ ଦିଆଯାଇଛି । ଏବେ ତାଙ୍କ ଉପରେ କୌଣସି ବିପଦ ନାହିଁ । ତେବେ ବର୍ତ୍ତମାନ ସେ ସୁସ୍ଥ ଥିବା…

ଭାରତ ଉପରେ ପାକିସ୍ତାନ ଉଡ଼ାଉଛି ଚୀନ ନିର୍ମିତ ଗୁପ୍ତଚର ଡ୍ରୋନ…

ନୂଆଦିଲ୍ଲୀ : ପାକିସ୍ତାନପଟୁ ଡ୍ରୋନଗୁଡ଼ିକ ମାଧ୍ୟମରେ ଅସ୍ତ୍ରଶସ୍ତ୍ର ଭାରତ ଭିତରକୁ ଆସୁଛି । ପୁଣି ଭାରତ ଉପରେ ନିଜର ରଖିବାକୁ ପାକିସ୍ତାନ ଚୀନ ନିର୍ମିତ ଡ୍ରୋନ ବ୍ୟବହାର କରୁଛି । ଆହୁରି ଚିନ୍ତାଜନକ ବିଷୟ ହେଉଛି ପଞ୍ଜାବରେ ପୁଣି ଖଲିସ୍ତାନ ଆନ୍ଦୋଳନ ମୁଣ୍ଡ ଟେକୁଥିବାବେଳେ ପାକିସ୍ତାନ ଓ…

ଆକ୍ସନ ମୁଡ୍‌ରେ ତାଲିବାନ, IS ଖୁରାସାନ ମିଲିଟାରୀ ମୁଖ୍ୟକୁ କଲା ହତ୍ୟା

ନୂଆଦିଲ୍ଲୀ : ଇସ୍‌ଲାମିକ ଷ୍ଟେଟ୍ ଖୁରାସାନ ଉପରେ ବଡ଼ ଆକ୍ସନ ନେଇଛି ଆଫଗାନିସ୍ତାନର ତାଲିବାନ ସରକାର। ISKPର ମିନିଷ୍ଟର ଅଫ୍ ୱାର ତଥା ମିଲିଟାରୀ ଚିଫ୍ କାରୀ ଫତେହକୁ ହତ୍ୟା କରିଛି ତାଲିବାନ୍। କାରୀ ଫତେହକୁ ୟୁଏନ୍‌ଏସ୍‌ସି ମନିଟରିଂ ଟିମ୍ ମେ’ ୨୦୨୨ରେ ISKPର ମିଲିଟାରୀ ଚିଫ…

ଦେବାଳିଆ ପାକିସ୍ତାନକୁ ସାହାଯ୍ୟ କରିବ ଚାଇନା, ଚିନ୍ତାରେ ଆମେରିକା…

ନୂଆଦିଲ୍ଲୀ : ଘୋର ଆର୍ଥିକ ସମସ୍ୟା ଦେଇ ଗତି କରୁଛି ପାକିସ୍ତାନ। ପାକିସ୍ତାନ ବିଦେଶୀ ମୁଦ୍ରା ଭଣ୍ଡାରେ ଆଉ ପାଖାପାଖି ୩ ଶହ କୋଟି ଡଲାର ରହିଛି । ଫଳରେ ଏହା ଦେବାଳିଆ ସ୍ଥିତିକୁ ଆସିଯାଇଛି । ପାକିସ୍ତାନରେ ଏବେ କ୍ଷୀର ଲିଟର ୨୫୦ ଟଙ୍କା ଓ ଚିକେନ୍ କେଜି ୭୮୦ ଟଙ୍କାରେ ବିକ୍ରି ହେଉଛି ।…

ପାକିସ୍ତାନ ଗୃହ ମନ୍ତ୍ରୀଙ୍କ ବିରୋଧରେ ଆରେଷ୍ଟ ୱାରେଣ୍ଟ୍‌…

ଇସ୍‌ଲାମାବାଦ: ଆର୍ଥିକ ସଂକଟ ମଧ୍ୟରେ ଗତି କରୁଥିବା ପାକିସ୍ତାନ ରାଜନୀତିରେ ମଧ୍ୟ ଲଗାତାର ହଲଚଲ ଦେଖିବାକୁ ମିଳୁଛି । ସଦ୍ୟତମ ମାମଲାରେ ପାକିସ୍ତାନ ଗୃହ ମନ୍ତ୍ରୀ ରାଣା ସନାଉଲ୍ଲାହ ଖାନ୍‌ଙ୍କ ବିରୋଧରେ ଆରେଷ୍ଟ୍ ୱାରେଣ୍ଟ୍ ଜାରି ହୋଇଛି । ସାର୍ବଜନିକ ଭାଷାରେ କଥିତ ଭାବେ ନ୍ୟାୟପାଳିକାକୁ…

ଅଷ୍ଟ୍ରେଲିଆ: ଇଣ୍ଡିଆନ୍ କନ୍‌ସୁଲେଟ୍ ଉପରେ ଆକ୍ରମଣ…

ବ୍ରିସ୍‌ବେଅନ: ଅଷ୍ଟ୍ରେଲିଆର ବ୍ରିସ୍‌ବେନ୍‌ରେ ଥିବା ଇଣ୍ଡିଆନ୍ କନ୍‌ସୁଲେଟ୍ ଉପରେ ଆକ୍ରମଣ ହୋଇଛି । ୨୧ ତାରିଖ ରାତିରେ ହୋଇଥିବା ଏହି ଆକ୍ରମଣ ସମ୍ପର୍କରେ ଭାରତର କାଉନ୍‌ସିଲ୍ ଅର୍ଚ୍ଚନା ସିଂହ ୨୨ ତାରିଖରେ କ୍ୱିନ୍ସଲାଣ୍ଡ ପୁଲିସକୁ ସୂଚନା ଦେଇଥିବା ଏଏନ୍‌ଆଇ ରିପୋର୍ଟରେ କୁହାଯାଇଛି ।…

ଚୀନ୍‌କୁ ଭାରତର ସିଧା ଜବାବ; ଇଣ୍ଡୋନେସିଆ ପହଞ୍ଚିଲା ଆଇଏନ୍‌ଏସ୍ ସିନ୍ଧୁକେଶରୀ…

ଜାକର୍ତ୍ତା : ଦକ୍ଷିଣ ଚୀନ୍ ସାଗରକୁ ନେଇ ଚୀନ୍ ଏବଂ ଆସିଆନ୍ ଦେଶ ମଧ୍ୟରେ ଲାଗିଥିବା ବିବାଦ ମଧ୍ୟରେ ଭାରତୀୟ ସବ୍‌ମେରିନ୍ ଆଇଏନ୍‌ଏସ୍ ସିନ୍ଧୁକେଶରୀ ପ୍ରଥମ ଥର ପାଇଁ ଜାକର୍ତ୍ତାରେ ପହଞ୍ଚିଛି । ଏହା ଚୀନ୍‌କୁ ଭାରତର ସିଧା ଜବାବ ବୋଲି କୁହାଯାଉଛି । ଭାରତୀୟ ନୌସେନା ପକ୍ଷରୁ କୁହାଯାଇଛି…

ତୁର୍କୀ ଓ ସିରିଆ ଭୂକମ୍ପ: ୫୦ ହଜାର ଟପିଲା ମୃତ୍ୟୁ ସଂଖ୍ୟା…

ନୂଆଦିଲ୍ଲୀ: ତୁର୍କୀ ଓ ସିରିଆରେ ମୃତ୍ୟୁସଂଖ୍ୟା ୫୦ ହଜାର ଟପିଲା । ତୁର୍କୀରେ ୪୪,୨୧୮ ଓ ସିରିଆରେ ୫,୯୧୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା । ତୁର୍କୀରେ ୨ ଲକ୍ଷ କୋଠା କ୍ଷତିଗ୍ରସ୍ତ ହୋଇଥିବା ବେଳେ ଦେଢ ଲକ୍ଷ ଲୋକ ବାସହରା ହୋଇଯାଇଛନ୍ତି । ସୂଚନା ମୁତାବକ, ଗତ ଫେବୃଆରୀ ୬ରେ…

ରୁଷ-ୟୁକ୍ରେନ ଯୁଦ୍ଧକୁ ବର୍ଷେ: ତୁରନ୍ତ ସେନା ପ୍ରତ୍ୟାହାର ପାଇଁ ପ୍ରସ୍ତାବ ପାରିତ, ଭୋଟ ଦେଲାନି ଭାରତ…

ନୂଆଦିଲ୍ଲୀ : ଆଜିକୁ ଠିକ୍‌ ବର୍ଷେ ତଳେ ଅର୍ଥାତ ୨୦୨୨ ମସିହା ଫେବୃଆରୀ ୨୪ ତାରିଖରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପଡ଼ୋଶୀ ୟୁକ୍ରେନ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ପରେ ରୁଷର ସେନା ୟୁକ୍ରେନ ଉପରେ ହମଲା କରିଥିଲେ।…

୬.୨ ତୀବ୍ରତାର ଭୂକମ୍ପରେ ଥରିଲା ଇଣ୍ଡୋନେସିଆ…

ନୂଆଦିଲ୍ଲୀ : ତୁର୍କୀ ଓ ସିରିଆରେ ଦେଖାଯାଇଥିବା ପ୍ରଳୟଙ୍କରୀ ଭୂକମ୍ପର ଭୟଙ୍କର ଚିତ୍ର ଲୋକଙ୍କ ମନରୁ ଲିଭି ନଥିବା ବେଳେ ଏବେ ଗୋଟିଏ ପରେ ଗୋଟିଏ ଦେଶ ପ୍ରତିଦିନ ଝଟକା ଅନୁଭବ କରୁଛନ୍ତି। ଗୁରୁବାର ଚାଇନା ଓ ତାଜକିସ୍ତାନରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଆଜି ଇଣ୍ଡୋନେସିଆବାସୀ ଭୂକମ୍ପ…