Browsing Category

ବିଦେଶ

ନୂଆଦିଲ୍ଲୀ: ନରେନ୍ଦ୍ର ମୋଦୀଙ୍କ ଶପଥ ଗ୍ରହଣ ସମାରୋହରେ ବହୁ ପଡୋଶୀ ଦେଶର ନେତା ଆସିଥିଲେ କିନ୍ତୁ ସର୍ବାଧିକ ଆଲୋଚନା ହେଉଥିବା ବ୍ୟକ୍ତି ହେଉଛନ୍ତି ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁ। ଶପଥ ଗ୍ରହଣ ସମାରୋହ ପରେ ରାଷ୍ଟ୍ରପତିଙ୍କ ଦ୍ୱାରା ଆୟୋଜିତ ରାତ୍ରଭୋଜନ ଟେବୁଲରେ…

ଗରିବ ଜନତାଙ୍କଠାରୁ ଅଧିକ ଟିକସ ଆଦାୟ କରିବ ପାକିସ୍ତାନ

ଇସଲାମାବାଦ: ପାକିସ୍ତାନର ଆର୍ଥିକ ସଂକଟ ଦୂର ଓ ଋଣ ପରିଶୋଧ ପାଇଁ ଲୋକମାନଙ୍କଠାରୁ ବିପୁଳ ଟିକସ ଆଦାୟ କରିବାକୁ ପ୍ରସ୍ତୁତି ଚାଲିଛି। ଗତ କିଛି ବର୍ଷ ହେବ ପାକିସ୍ତାନ ସମ୍ପୂର୍ଣ୍ଣ ଦେବାଳିଆ ହୋଇପଡ଼ିଛି। ଅଟା ଓ ଡାଲି ପରି ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ସାଧାରଣ ଲୋକଙ୍କୁ କଠିନ ସଂଘର୍ଷ…

କମୁଛି ଜନସଂଖ୍ୟା, ଜାପାନ ସରକାର ଆରମ୍ଭ କଲେ ଡେଟିଂ ଆପ୍

ଟୋକିଓ : ଜାପାନରେ ଲୋକସଂଖ୍ୟା ଚିନ୍ତାଜନକଭାବେ ହ୍ରାସ ପାଇଚାଲିଛି । ଏହାର କାରଣ ହେଉଛି ଜନ୍ମହାରରେ ଦ୍ରୁତ ହ୍ରାସ । ଯୁବପୀଢି ବିବାହ ପାଇଁ ଆଗ୍ରହୀ ହେଉନଥିବାରୁ ଏପରି ହେଉଥିବା ଜଣାପଡ଼ିବା ପରେ ଜାପାନ ସରକାର ଏକ ଡେଟିଂ ଆପ୍ ଆରମ୍ଭ କରିଛନ୍ତି ।ଟୋକିଓ ମେଟ୍ରୋପଲିଟାନ୍ ସରକାର ଏହି ଆପ୍…

ପାକିସ୍ତାନ ସୁପ୍ରିମକୋର୍ଟରେ କେଜ୍ରିୱାଲଙ୍କ ନାମ ନେଲେ ଇମ୍ରାନ ଖାନ

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ତାଙ୍କ ସହ ହୋଇଥିବା ଦୁର୍ବ୍ୟବହାର ସମ୍ପର୍କରେ ସୁପ୍ରିମକୋର୍ଟରେ ଅଭିଯୋଗ କରିଛନ୍ତି ଏବଂ ଭାରତର ଲୋକସଭା ନିର୍ବାଚନ ସମୟରେ ​​ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଜାମିନ ପ୍ରଦାନ କରିବାର ଉଦାହରଣ ଦେଇଛନ୍ତି।…

ଜର୍ମାନୀ: ଲୋକଙ୍କୁ ଆଖିବୁଜା ଛୁରାମାଡ଼, ଦୁର୍ବୃତ୍ତକୁ ଗୁଳି କଲା ପୁଲିସ୍

ମେନହେମ : ଜର୍ମାନୀର ମେନହେମ୍ ସହରରେ ଜଣେ ଦୁର୍ବୃତ୍ତ ଏକ ଜନଗହଳିପୂର୍ଣ୍ଣ ସ୍ଥାନରେ ଲୋକମାନଙ୍କୁ ଆଖିମୁଜା ଛୁରାମାଡ କରିଛି । ଏହା ଫଳରେ କିଛି ଲୋକ ଆହତ ହୋଇଛନ୍ତି । ଏ ସଂପର୍କରେ ଖବର ପାଇଁ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ଦୁର୍ବୃତ୍ତକୁ ଗୁଳିକରିଛି । ପୂର୍ବାହ୍ନ ସାଢ଼େ ୧୧ଟା ପରେ…

ବଡ଼ ଧରଣର ଭୂକମ୍ପ ଝଟକା, ଲୋକେ ଆତଙ୍କିତ

ବଡ଼ଧରରଣ ଭୂକମ୍ପ ଝଟକାରେ ଥରିଛି ମିଆଁମାର। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୬ ରେକର୍ଡ କରାଯାଇଛି। ଏହାର ପ୍ରଭାବ ମେଘାଲୟରେ ମଧ୍ୟ ଦେଖିବାକୁ ମିଳିଛି। ସନ୍ଧ୍ୟା ପ୍ରାୟ ୬.୪୪ ମିନିଟରେ ମେଘାଳୟର ବିଭିନ୍ନ ସ୍ଥାନରେ ଝଟକା ଅନୁଭୂତ ହୋଇଛି। ଗୁହାଟୀ ଓ ମେଘାଳୟର ବିଭିନ୍ନ…

୩୦,୦୦୦ସଂକ୍ରମିତ, ୩,୦୦୦ମୃତ; ଆଶ୍ଚର୍ଯ୍ୟ କଲା ସଂକ୍ରମିତ ରକ୍ତ ଦୁର୍ନୀତିର ତଦନ୍ତ ରିପୋର୍ଟ

ନୂଆଦିଲ୍ଲୀ: ୩ହଜାର ଲୋକଙ୍କ ଜୀବନ ନେଇଥିବା ସଂକ୍ରମିତ ରକ୍ତ ଦୁର୍ନୀତିର ହେଲା ପର୍ଦ୍ଦାଫାଶ। ୭୦ ଓ ୮୦ ଦଶକରେ ସଂକ୍ରମିତ ରକ୍ତ ନେଇ ବ୍ରିଟେନରେ ଅନେକ ଲୋକ ଏଚଆଇଭି ଓ ହେପାଟାଇଟିସ୍ ଦ୍ବାରା ସଂକ୍ରମିତ ହୋଇଥିଲେ। ୩୦,୦୦୦ଲୋକ ସଂକ୍ରମିତ ହୋଇଥିବା ବେଳେ ୩,୦୦୦ରୁ ଅଧିକ ଲୋକ ପ୍ରାଣ…

ଇରାନରେ ୫ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା, ଭାରତରେ ମଇ ୨୧ରେ ଦିନିକିଆ ଶୋକ ପାଳନ କରାଯିବ

ତେହେରାନ: ହେଲିକପ୍ଟର ଦୁର୍ଘଟଣାରେ ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କ ମୃତ୍ୟୁ ପରେ ଇରାନରେ ୫ ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ କରାଯିବାକୁ ଘୋଷଣା କରାଯାଉଛି । ଇରାନର ରାଷ୍ଟ୍ରପତି ଭବନରେ ଥିବା ତାଙ୍କ ଚେୟାରକୁ କଳା କପଡ଼ାରେ ଢାଙ୍କି ଦିଆଯାଇଛି। ଏହାର କାରଣ କେବଳ ଶୋକର ସଙ୍କେତ…

ପାକିସ୍ତାନରେ ଭୟଙ୍କର ସଡ଼କ ଦୁର୍ଘଟଣା, ୫ ଶିଶୁଙ୍କ ସମେତ ଗୋଟିଏ ପରିବାରର ୧୩ ମୃତ

ଲାହୋର: ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଶନିବାର ଏକ ମିନି ଟ୍ରକ୍ ଭାରସାମ୍ୟ ହରାଇ ଖାଲକୁ ଖସି ପଡ଼ିବାରୁ ୫ ଶିଶୁଙ୍କ ସମେତ ଗୋଟିଏ ପରିବାରର ୧୩ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ ଅନ୍ୟ ୯ ଜଣ ଆହତ ହୋଇଛନ୍ତି। ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଧିକାରୀମାନେ ଦୁର୍ଘଟଣା ସମ୍ପର୍କରେ ସୂଚନା…

୨୦ ବର୍ଷ ପରେ ପୃଥିବୀ ସହ ମାଡ ହେବ ଭୟଙ୍କର ସୌର ଝଡ଼, ଅନେକ ଦେଶ ହୋଇଯିବ ଅନ୍ଧାର

କଲରାଡୋ,୧୧।୫: ୨୦ ବର୍ଷରୁ ଅଧିକ ସମୟ ମଧ୍ୟରେ ସବୁଠାରୁ ଶକ୍ତିଶାଳୀ ସୌର ଝଡ଼ ଶୁକ୍ରବାର ପୃଥିବୀରେ ମାଡ ହେବାକୁ ଯାଉଛି। ଆମେରିକାର ବୈଜ୍ଞାନିକ ଏଜେନ୍ସି ନ୍ୟାସନାଲ ଓସେନିକ ଏବଂ ଆଟମୋସଫେରିକ ଆଡମିନିଷ୍ଟ୍ରେସନ (NOAA) ସୌର ଝଡ଼ ସମ୍ପର୍କରେ ଚେତାବନୀ ଦେଇଛି। ଏହା ଉପଗ୍ରହ ପାଇଁ ସମସ୍ୟା…