Browsing Category

ବିଦେଶ

ଯୁଦ୍ଧ ପାଇଁ ସୈନିକ ନିଯୁକ୍ତି ଅଭିଯାନକୁ ବ୍ୟାପକ କଲା ରୁଷ

ମସ୍କୋ: ଗତବର୍ଷ ଫେବ୍ରୁଆରି ୨୪ ତାରିଖରୁ ୟୁକ୍ରେନ ଉପରେ ସାମରିକ କାର୍ଯ୍ୟାନୁଷ୍ଠାନ ଚଳାଇଛି ରୁଷିଆ । ଏହି ଯୁଦ୍ଧ ନିକଟ ଭବିଷ୍ୟତରେ ଶେଷ ହେବାର ସମ୍ଭାବନା ନାହିଁ। ଏଭଳି ସ୍ଥିତିରେ ଋଷିଆ ଏହାର ସୈନ୍ୟ ନିଯୁକ୍ତିକୁ ବ୍ୟାପକ କରିଛି। ୟୁକ୍ରେନ ବିରୋଧରେ ଲଢ଼ିବା ପାଇଁ ରୁଷ ପେସାଦାର ସୈନିକ…

ତାଇୱାନ୍‌ ପ୍ରସଙ୍ଗରେ ସମାଲୋଚନା କଲେ ପରିଣାମ ବିପଜ୍ଜନକ ହେବ: ସତର୍କ କଲା ଚୀନ୍‌

ବେଜିଙ୍ଗ୍‌: ଶାନ୍ତି ଓ ନ୍ୟାୟ କ୍ଷେତ୍ରରେ ବେଜିଙ୍ଗ୍‌ର ଗ୍ରହଣୀୟତା ବୃଦ୍ଧି ପାଉଥିବା ବେଳେ ତାଇୱାନ୍‌ ପ୍ରସଙ୍ଗକୁ ନେଇ ଚୀନ୍‌କୁ ସମାଲୋଚନା କଲେ ପରିଣାମ ବିପଜ୍ଜନକ ହେବ ବୋଲି ଆଜି ଚୀନ୍‌ର ବୈଦେଶିକ ମନ୍ତ୍ରୀ କ୍ବିନ୍‌ ଗାଙ୍ଗ୍‌ ସତର୍କ କରାଇ କହିଛନ୍ତି।ତାଇୱାନ୍‌ର ରାଷ୍ଟ୍ରପତି ସାଇ…

ଟ୍ୱିଟର ଦେଲା ଝଟକା; ବନ୍ଦ ହେଲା ମାଗଣା ବ୍ଲୁ ଟିକ୍‌ ସର୍ଭିସ…

ନୂଆଦିଲ୍ଲୀ : ପୂର୍ବ ନିଷ୍ପତ୍ତି ଅନୁଯାୟୀ, ଭେରିଫାଏଡ ଆକାଉଣ୍ଟରୁ ବ୍ଲୁ ଟିକ୍‌ ହଟାଇଲା ଟ୍ୱିଟର । ବଡ଼ ବଡ଼ ସେଲିବ୍ରିଟି, ରାଜନେତା, ସ୍ପୋର୍ଟ୍ସମ୍ୟାନ୍‌ଙ୍କ ଆକାଉଣ୍ଟରୁ ଗାଏବ ହୋଇ ଯାଇଛି ବ୍ଲୁ ଟିକ୍‌ । ଟ୍ୱିଟର ବସ୍‌ ଏଲନ୍‌ ମସ୍କଙ୍କ ନିର୍ଦ୍ଦେଶ ଅନୁଯାୟୀ, ଗତକାଲି ରାତିରୁ ଆରମ୍ଭ ହୋଇଛି…

‘ଆସନ୍ତା କାଲି ବଞ୍ଚିବୁ କି ନାହିଁ, ତାହା ଜାଣିନୁ’ ଉଦ୍ଧାର ପାଇଁ ନିବେଦନ କଲେ ସୁଦାନରେ ଫସିରହିଥିବା ଭାରତୀୟ

ନୂଆଦିଲ୍ଲୀ : ଜାତିସଂଘ ଓ ଅନ୍ତର୍ଜାତୀୟ ସମୁଦାୟର ନିବେଦନ ସତ୍ତ୍ବେ ଆଫ୍ରିକୀୟ ଦେଶ ସୁଦାନରେ ଚାଲିଥିବା ସଂଘର୍ଷ ଜାରି ରହିଛି । ଏହା ଫଳରେ ସେଠାରେ ରହୁଥିବା ସାଧାରଣ ଲୋକଙ୍କ ଉପରେ ବଡ଼ ସଂକଟ ମାଡ଼ିଆସିଛି । ସେଠାରେ ରହୁଥିବା ଭାରତୀୟମାନେ ମଧ୍ୟ ଅତ୍ୟନ୍ତ ଅନିଶ୍ଚିତତା ମଧ୍ୟରେ ଗତି…

ଦୁବାଇର ଏକ ବିଲ୍ଡିଂରେ ଭୀଷଣ ଅଗ୍ନିକାଣ୍ଡ; ୪ ଭାରତୀୟଙ୍କ ସମେତ ୧୬ ମୃତ

ଦୁବାଇ : ଦୁବାଇର ଏକ ବିଲ୍ଡିଂରେ ଭୀଷଣ ଅଗ୍ନିକାଣ୍ଡ ଘଟି ୪ ଭାରତୀୟଙ୍କ ସମେତ ୧୬ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ପାକିସ୍ତାନର ୩ ନାଗରିକ ଓ ନାଇଜେରିଆର ଜଣେ ମହିଳା ବି ସାମିଲ ଅଛନ୍ତି। ଏହି ଅଗ୍ନିକାଣ୍ଡରେ ୯ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।ଖାଲିଜ ଟାଇମ୍ସ ରିପୋର୍ଟ ମୁତାବକ,…

ସଡକ ଦୁର୍ଘଟଣାରେ ପ୍ରାଣ ହରାଇଲେ ପାକିସ୍ତାନର କେନ୍ଦ୍ର ମନ୍ତ୍ରୀ ଅବଦୁଲ ଶକୁର

ଲାହୋର: ଏକ ସଡକ ଦୁର୍ଘଟଣାରେ ପାକିସ୍ତାନର କେନ୍ଦ୍ର ମନ୍ତ୍ରୀ ମୁଫତି ଅବଦୁଲ ଶକୁରଙ୍କର ମୃତ୍ୟୁ ହୋଇଛି। ସେ ଧାର୍ମିକ ବ୍ୟାପାର ମନ୍ତ୍ରୀ ଥିଲେ। ଏହି ସଡକ ଦୁର୍ଘଟଣା ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଘଟିଛି। ଏହି ଦୁର୍ଘଟଣା ସମ୍ପର୍କରେ ପୁଲିସ କହିଛି ଯେ ଶନିବାର ସନ୍ଧ୍ୟାରେ…

‘‌କ୍ଷେପଣାସ୍ତ୍ର ପ୍ରତିରକ୍ଷା ସମରାଭ୍ୟାସ’ କରିବେ ଆମେରିକା, ଜାପାନ ଓ ଦକ୍ଷିଣ କୋରିଆ

ସିଓଲ୍: ଉତ୍ତର କୋରିଆର ଆଣବିକ ଓ କ୍ଷେପଣାସ୍ତ୍ର ଧମକକୁ ମୁକାବିଲା କରି ବାଧା ଦେବା ପାଇଁ କ୍ଷେପଣାସ୍ତ୍ର ପ୍ରତିରକ୍ଷା ଓ ବୁଡ଼ାଜାହାଜ-ନିରୋଧୀ ସମରାଭ୍ୟାସ ନିୟମିତ କରିବା ଲାଗି ଆଲୋଚନା କରିଥିବା କଥା ଏକ ମିଳିତ ବିବୃତିରେ ଆମେରିକା, ଜାପାନ ଓ ଦକ୍ଷିଣ କୋରିଆ କହିଛନ୍ତି। ଶୁକ୍ରବାର ଦିନ…

ପୁଅର ଶେଷକୃତ୍ୟ ସମ୍ପନ୍ନ କରିଥିବା ପାଦ୍ରୀଙ୍କୁ ଭେଟିବା ପରେ ଲୁହ ଛଳଛଳ ହୋଇଗଲା ଜୋ ବାଇଡେନ୍‌ଙ୍କ ଆଖି…

ବାଲିନା (ଆୟର୍ଲାଣ୍ଡ୍‌): ପୁଅ ବିୟୁର ଶେଷକୃତ୍ୟ ସମ୍ପନ୍ନ କରିଥିବା ଜଣେ ଆଇରିସ୍‌ ଗୀର୍ଜାର ପାଦ୍ରୀଙ୍କ ସହିତ ଶୁକ୍ରବାର ଦିନ ହଠାତ୍‌ ଭେଟ ହେବା ବେଳେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ କାନ୍ଦି ପକାଇଥି‌ବା କଥା ‘ରଏଟର୍ସ’ ରିପୋର୍ଟ କରିଛି। ଆୟର୍ଲାଣ୍ଡ୍‌ ଗସ୍ତରେ ଥିବା…

ଜାପାନ ପ୍ରଧାନମନ୍ତ୍ରୀଙ୍କ ଭାଷଣ ଦେବା ସମୟରେ ବିସ୍ଫୋରଣ

ନୂଆଦିଲ୍ଲୀ : ଜାପାନ ପ୍ରଧାନମନ୍ତ୍ରୀଙ୍କ ଉପରେ ସ୍ମୋକ୍‌ ବମ୍‌ ହମ୍‌ଲା । ଫୁମିଓ କିଶିଦା ଭାଷଣ ଦେବା ସମୟରେ ବିସ୍ଫୋରଣ ହୋଇଛି । ଏଥିରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିିଶିଦା । ସଭାସ୍ଥଳରୁ ସୁରକ୍ଷିତ ଭାବେ ତାଙ୍କୁ ଉଦ୍ଧାର କରାଯାଇଛି। ଘଟଣାରେ ପୋଲିସ…

ମାମଲା ଜିଣିଲେ ମେହୁଲ୍‌ ଚୋକ୍‌ସି…

ରୋଜ: ୧୩୦୦୦ କୋଟି ଟଙ୍କା ବ୍ୟାଙ୍କ୍‌ ଠକେଇ ମାମଲାରେ ଭାରତ ଖୋଜୁଥିବା ହୀରା ବ୍ୟବସାୟୀଙ୍କ ସପକ୍ଷରେ ଶୁକ୍ରବାର ଦିନ ହାଇକୋର୍ଟ ରାୟ ଦେଇଥିବାରୁ ତାଙ୍କୁ ଆଣ୍ଟିଗୁଆ ଓ ବାରବୁଡ଼ରୁ ହଟାଯାଇ ପାରିବନାହିଁ ସମ୍ବାଦ ସରବରାହ ସଂସ୍ଥାନ ‘ପିଟିଆଇ’ ରିପୋର୍ଟ କରିଛି। ଡୋମିନିକାରୁ ପ୍ରକାଶିତ…