Browsing Category

ବିଦେଶ

ଜୁଲଫିକରଙ୍କ ଭଳି ଇମ୍ରାନଙ୍କୁ ଫାଶୀ ଦିଆଯାଇପାରେ ବୋଲି ପାକିସ୍ତାନରେ ଚର୍ଚ୍ଚା

ଲାହୋର : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହରିକ୍-ଏ-ଇନସାଫ ସୁପ୍ରିମୋ ଇମ୍ରାନ ଖାଁଙ୍କ ସମସ୍ୟା ବଢିବାରେ ଲାଗିଛି । ଗୋଟିଏ ପରେ ଗୋଟିଏ ତାଙ୍କ ଦଳର ନେତାଙ୍କୁ ବର୍ତ୍ତମାନର ଶେହବାଜ ସରିଫ୍ ସରକାର ବିଭିନ୍ନ ମାମଲାରେ ଗିରଫ କରୁଛନ୍ତି। ସେପଟେ ବୁଧବାର…

ଭାଙ୍ଗିଲା ୟୁକ୍ରେନରେ ବୃହତ୍ତମ ନଦୀବନ୍ଧ ‘ନୋଭା କାଖୋଭକା’, ପରସ୍ପରକୁ ଦାୟୀ କଲେ ରୁଷ, ୟୁକ୍ରେନ

କିବ୍ : ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଖେରସନଠାରେ ଥିବା ନୋଭା କାଖୋଭକା ନଦୀବନ୍ଧ ଭାଙ୍ଗିଯାଇଛି । କିନ୍ତୁ ଏହି ନଦୀବନ୍ଧ କିଏ ଭାଙ୍ଗିଲା ତାହାକୁ ନେଇ ସ୍ଥିତି ସ୍ପଷ୍ଟ ହୋଇନାହିଁ । ଏହି ଡ୍ୟାମକୁ ରୁଷ ସେନା ବୋମା ମାଡ଼ କରି ଭାଙ୍ଗିଥିବା ୟୁକ୍ରେନ ଅଭିଯୋଗ…

ଆସିଲା ହାଇପରସୋନିକ ମିସାଇଲ, ଶବ୍ଦ ଠାରୁ ଅଧିକ ୧୫ ଗୁଣ ସ୍ପିଡରେ ଯିବ

ନୂଆଦିଲ୍ଲୀ : ଇରାନର ରେଭ୍ୟୁଲେସନାରୀ ଗାର୍ଡ ବା ଆଇଆରଜି ପକ୍ଷରୁ ଗୋଟିଏ ଇଣ୍ଟରମେଡିଏଟ ବାଲାଷ୍ଟିକ ମିସାଇଲକୁ ଆଜି ସାର୍ବଜନୀନ କରାଯାଇଛି। ଏହି ହାଇପରସୋନିକ ମିସାଇଲ ବେଶ ଖତରାନ ଓ ଘାତକ। ଏହା ଶବ୍ଦ ଠାରୁ ୧୫ ଗୁଣା ସ୍ପିଡରେ ଗତି କରିବା ସହ ଶତ୍ରୁପକ୍ଷଙ୍କ ଟାର୍ଗେଟକୁ ନଷ୍ଟ କରିବାକୁ…

କୃତ୍ରିମ ବୁଦ୍ଧି ଯୋଗୁ ମେ’ ମାସରେ ଚାକିରି ହରାଇଲେ ୪ ହଜାର ଲୋକ

ନୂଆଦିଲ୍ଲୀ : କୃତ୍ରିମ ବୁଦ୍ଧି ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ)ର କୁପ୍ରଭାବ ମଣିଷ ଉପରେ ପଡ଼ିବା ଆରମ୍ଭ ହୋଇଗଲାଣି। ମଣିଷ ସଭ୍ୟତା ପାଇଁ ଏଆଇ ଘାତକ ବୋଲି ବିଶେଷଜ୍ଞମାନେ କରୁଥିବା ଆକଳନ ଧୀରେଧୀରେ ସତ ପ୍ରମାଣିତ ହେବାରେ ଲାଗିଛି। ଏଆଇ ଯୋଗୁ କେବଳ ମେ’ ମାସରେ ଆମେରିକାର ୪ ହଜାର ଲୋକ…

ଓଡ଼ିଶାରେ ଏଫ୍‌ଡିଆଇ ପ୍ରବାହ ମାତ୍ର ୦.୦୮%

ନୂଆଦିଲ୍ଲୀ : ଓଡ଼ିଶାକୁ ୨୦୧୯ ଅକ୍ଟୋବରରୁ ମାର୍ଚ୍ଚ ୩୧, ୨୦୨୩ ମଧ୍ୟରେ ପ୍ରତ୍ୟକ୍ଷ ବିଦେଶ ପୁଞ୍ଜିଲଗାଣ (ଏଫ୍‌ଡିଆଇ) ରହିଛି ମାତ୍ର ୦.୦୮ ପ୍ରତିଶତ। କେନ୍ଦ୍ର ସରକାରଙ୍କ ଡିପାର୍ଟମେଣ୍ଟ୍‌ ଅଫ୍‌ ପ୍ରମୋସନ୍‌ ଅଫ୍‌ ଇଣ୍ଡଷ୍ଟ୍ରିଜ୍‌ ଆଣ୍ଡ୍‌ ଇଣ୍ଟରନାଲ୍‌ ଟ୍ରେଡ୍‌ (ଡିପିଆଇଆଇଟି)ର ସଦ୍ୟତମ…

ପୁଣି ଥରେ ବିଶ୍ୱର ୧ନଂ ଧନୀ ହେଲେ ମସ୍କ

ନୂଆଦିଲ୍ଲୀ : ପୁଣି ଥରେ ବିଶ୍ୱର ଧନୀ ତାଲିକାର ୧ନଂ ସ୍ଥାନ ଅକ୍ତିଆର କରିବାରେ ସକ୍ଷମ ହୋଇଛନ୍ତି ଏଲନ ମସ୍କ । ଟେସଲା, ସ୍ପେଶଏକ୍ସ ତଥା ଟ୍ୱିଟର ମାଲିକ ଏଲନ ମସ୍କ ଏହି ରେସ୍‌ରେ ଫ୍ରାନ୍ସର ଉଦ୍ୟୋଗପତି ତଥା ଲୁଇ ଭ୍ୟୁଟନ ସିଇଓ ବର୍ନାର୍ଡ ଆର୍ନାଲ୍ଟଙ୍କୁ ପଛରେ ପକାଇ ଦେଇଛନ୍ତି।୧୯୨ ଅରବ ଡଲାର…

ଆମେରିକାରେ ଭାରତର ସଂସଦ ଓ ସେନଗୋଲକୁ ଅପମାନିତ କଲେ ରାହୁଳ ଗାନ୍ଧି

ନୂଆଦିଲ୍ଲୀ : ବିଦେଶ ମାଟିରେ ବିଜେପି ଶାସିତ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ନୂଆ ପାର୍ଲାମେଣ୍ଟ ଭବନ ଉଦ୍‌ଘାଟନକୁ ନେଇ କରିଛନ୍ତି କଡ଼ା ସମାଲୋଚନା। ଏଥିସହ ନୂଆ ସଂସଦ ଭବନରେ ସେଙ୍ଗୋଲ୍ ବା ରାଜଦଣ୍ଡ ସ୍ଥାପନକୁ ସମାଲୋଚନା କରି ଏହା ଏକ ଡ୍ରାମା ବୋଲି…

ପୁଟିନଙ୍କ ପୂର୍ବତନ ଜ୍ବାଇଁଙ୍କ ଜମି ଜବତ କଲା ନେଦରଲାଣ୍ଡ

ଆମଷ୍ଟରଡାମ : ନେଦରଲାଣ୍ଡ କର୍ତ୍ତୃପକ୍ଷ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ପୂର୍ବତନ ଜ୍ବାଇଁଙ୍କର ଏକ ଜମି ଜବତ କରିଥିବା ଜଣାପଡ଼ିଛି। ପୁଟିନଙ୍କ ପୂର୍ବତନ ଜ୍ବାଇଁ ଜୋରିଟ ଫାସେନ ହେଉଛନ୍ତି ଜଣେ ଡଚ୍ ବ୍ୟବସାୟୀ, ଯେକି ପୂର୍ବରୁ ପୁଟିନଙ୍କ ଝିଅ ମାରିଆ ବୋରୋଣ୍ଟସୋଭାଙ୍କୁ ବିବାହ…

୫୮ ବର୍ଷ ପରେ ଭାରତରୁ ସ୍ବଦେଶ ଫେରୁଛି ଏହି ଆମେରିକୀୟ ସେନା ଅଧିକାରୀଙ୍କ ମରଶରୀର

କୋଲକାତା : ୫୮ ବର୍ଷ ପରେ ପଶ୍ଚିମବଙ୍ଗର ଦାର୍ଜିଲିଂରୁ ଆମେରିକାର ଅନ୍ୟତମ ସମ୍ମାନିତ ଅଧିକାରୀ ମେଜର ଜେନେରାଲ ହ୍ୟାରି କ୍ଲେନବେକ୍ ପିକେଟଙ୍କ ମରଶରୀରକୁ ଆମେରିକା ନିଆଯାଉଛି । ମେଜର ଜେନେରାଲ କ୍ଲେନବେକ୍ ଉଭୟ ପ୍ରଥମ ବିଶ୍ୱଯୁଦ୍ଧ ଏବଂ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଲଢ଼ିଥିଲେ ଏବଂ ତାଙ୍କ…

ନିଜ ଦଳରେ ଏକୁଟିଆ ହୋଇଗଲେ ଇମ୍ରାନ, ସେନା ଭୟରେ ହାତ ଛାଡ଼ିଦେଲେ ଘନିଷ୍ଠ ସହଯୋଗୀ

ଲାହୋର : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ପାଇଁ ବିପଦ ବଢିଚାଲିଛି । ସେନା ବିରୋଧରେ ସେ ଲଢୁଥିବା ଲଢେଇରେ ଧୀରେ ଧୀରେ ତାଙ୍କ ସହଯୋଗୀମାନେ ତାଙ୍କୁ ତ୍ୟାଗ କରିଚାଲିଛନ୍ତି । ନିଜ ଦଳରେ ବି ସେ ଏକୁଟିଆ ହୋଇଯାଇଛନ୍ତି ।ଇମ୍ରାନଙ୍କ ମୁକ୍ତି ଦାବିରେ ଗତ ୯ ତାରିଖରେ…