Browsing Category

ବିଦେଶ

କ୍ୟାଟଲିନ କ୍ୟାରିକୋ, ଡ୍ରିଉ ଓ୍ବିଜମ୍ୟାନଙ୍କୁ ଚିକିତ୍ସା ବିଜ୍ଞାନରେ ନୋବେଲ…

ଷ୍ଟକହୋମ୍: ୨୦୨୩ ପାଇଁ ଚିକିତ୍ସା ବିଜ୍ଞାନ ଅର୍ଥାତ୍ ମେଡିସିନରେ ନୋବେଲ ପୁରସ୍କାର କ୍ୟାଟଲିନ କାରିକୋ ଏବଂ ଡ୍ରିଉ ୱିସମ୍ୟାନଙ୍କୁ ପ୍ରଦାନ କରାଯିବ । ନ୍ୟୁକ୍ଲିଓସାଇଡ୍ ଭିତ୍ତିକ ସଂଶୋଧନ ସମ୍ବନ୍ଧୀୟ ଆବିଷ୍କାର ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ ।…

ଚିଡ଼ିଆଖାନା କର୍ମଚାରୀଙ୍କ ତଣ୍ଟି କାମୁଡ଼ି ମାରିପକାଇଲା ସିଂହ

ଟୋକିଓ: ଜାପାନର ଫୁକୁଶିମାସ୍ଥିତ ‘ତୋହୋକୁ ସଫାରି ପାର୍କ’ରେ ଜଣେ ୫୩ ବର୍ଷିୟ ଚିଡ଼ିଆଖାନା କର୍ମଚାରୀଙ୍କୁ ଗୋଟାଏ ସିଂହ ମାରି ପକାଇଥିବା କଥା ସମ୍ବାଦ ସରବରାହା ସଂସ୍ଥାନ ‘ରଏଟର୍ସ’ ରିପ‌ୋର୍ଟ କରିଛି।…

ଆର୍ଥିକ ସଙ୍କଟ ବେଳେ ସରକାରୀ ଜମିରେ ଚାଷ କରିବ ପାକିସ୍ତାନ ସେନା…

ନୂଆଦିଲ୍ଲୀ: ଶତ୍ରୁ ଦେଶ ଆର୍ଥିକ ସଙ୍କଟ ଦୂର କରିବା ପାଇଁ ପାକିସ୍ତାନ ସେନା ୧ ନିୟୁତ ଏକର ସରକାରୀ ଜମିକୁ ନିଜ ଅକ୍ତିଆରକୁ ନେଇ ଖାଦ୍ୟଶସ୍ୟ ଚାଷ କରିବାକୁ ଯୋଜନା କରୁଛି। ଏହି ପଦକ୍ଷେପକୁ ନେଇ ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ କେତେକ ସେନାର ଦେଶକୁ ସାହାଯ୍ୟ କରିବା…

ପାକ୍‌ ଯୁବତୀଙ୍କୁ ପୁଲିସ୍‌ର ହସ୍ତାନ୍ତର କରାଇଲେ ଯୁବକ…

ମୋରଦାବାଦ୍‌: ପାକିସ୍ତାନରୁ ଆସିଥିବା ଜଣେ ୧୭ ବର୍ଷୀୟା ବାଳିକାଙ୍କୁ ନିଖିଲ ଶର୍ମା ନାମକ ଜଣେ ଯୁବକ ମୋରଦାବାଦ ରେଳ ପୁଲିସକୁ ହସ୍ତାନ୍ତର କରିଥିବା ଖବର ହସ୍ତଗତ ହୋଇଛି। ଏବେ ଏହି ଘଟଣାକୁ ନେଇ ଚାରିଆଡ଼େ ଚର୍ଚ୍ଚା ‌ଖେଳିଯାଇଛି। ଶର୍ମା କହିଛନ୍ତି ଯେ…

କାନାଡାରେ ଭାରତୀୟ ଦୂତାବାସ ସମ୍ମୁଖରେ ବିରୋଧ ପ୍ରଦର୍ଶନ ଆହ୍ୱାନ, ସୁରକ୍ଷା କଡ଼ାକଡ଼ି…

ନୂଆଦିଲ୍ଲୀ : ଭାରତ ଓ କାନାଡା ସମ୍ପର୍କରେ ଦେଖାଦେଇଥିବା ତିକ୍ତତା କମିବା ନାଁ ଧରୁନି। ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜାର ହତ୍ୟାକାଣ୍ଡକୁ ନେଇ ଉଭୟ ଦେଶ ସମ୍ପର୍କ ବିଗିଡ଼ିଥିବା ବେଳେ ଖଲିସ୍ତାନୀ ସଂଘ ସିଖ ଫର୍‌ ଜଷ୍ଟିସ୍‌ (SFJ) ପକ୍ଷରୁ କାନାଡାର ପ୍ରମୁଖ ସହରରେ ଭାରତୀୟ…

ଭାରତ ସହ ସମ୍ପର୍କ ଆମ ପାଇଁ ଖୁବ ମହତ୍ୱ ରଖେ : କାନାଡା ମନ୍ତ୍ରୀ…

ନୂଆଦିଲ୍ଲୀ: ଭାରତ-କାନାଡା ରିସ୍ତାରେ ତିକ୍ତତା ଏବେ ଚରମ ସୀମାରେ ପହଞ୍ଚିଥିବାବେଳେ କାନାଡା ରକ୍ଷା ମନ୍ତ୍ରୀ ବିଲ ବ୍ଲେୟର ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି । ବ୍ଲେୟର ଭାରତ ସହ କାନାଡାର ସମ୍ପର୍କକୁ ମହତ୍ୱପୂର୍ଣ୍ଣ ବୋଲି କହିଛନ୍ତି । ସେ କହିଛନ୍ତି, ଆମେ ଜାଣୁ ଭାରତ ସହ ଆମର…

୧୯ ପଳାତକ ଖାଲିସ୍ତାନୀ ଆତଙ୍କବାଦୀଙ୍କ ସମ୍ପତ୍ତି ହେବ ବାଜ୍ୟାପ୍ତ…

ନୂଆଦିଲ୍ଲୀ: କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ବିବାଦୀୟ ବୟାନ ପରେ ଆକ୍ସନ ମୋଡରେ ଭାରତ । ଖାଲିସ୍ତାନୀ ଆତଙ୍କୀଙ୍କ ବିରୋଧରେ ଖଡଗହସ୍ତ ତଦନ୍ତକାରୀ ସଂସ୍ଥା ଏନଆଇଏ । କାନାଡା, ବ୍ରିଟେନ, ଆମେରିକା, ଦୁବାଇ, ପାକିସ୍ତାନ ଓ ଅନ୍ୟାନ୍ୟ ଦେଶରେ ରହୁଥିବା ୧୯ ପଳାତକ ଆତଙ୍କୀଙ୍କ…

ଆମେରିକାରେ ଦ୍ୱିତୀୟ ଘୁଷୁରି ହୃଦୟ ପ୍ରତିରୋପଣ…

ୱାସିଂଟନ: ଆମେରିକାର ମେରିଲାଣ୍ଡରେ ସର୍ଜନମାନେ ଜଣେ ମୁମୂର୍ଷୁ ବ୍ୟକ୍ତିଙ୍କ ଜୀବନ ବଞ୍ଚାଇବା ପାଇଁ ତାଙ୍କଠାରେ ଏକ ଘୁଷୁରିର ହୃଦୟ ପ୍ରତିରୋପଣ କରିଛନ୍ତି। ଏହା ହେଉଛି ଆମେରିକାରେ ଦ୍ବିତୀୟ ଘୁଷୁରି ହୃଦୟ ପ୍ରତିରୋପଣ ଘଟଣା, ଯାହା ପରୀକ୍ଷାମୂଳକ ଭାବେ କରାଯାଇଛି। ଦୁଇ ଦିନ ପରେ…

ଖଲିସ୍ତାନୀ ବିରୋଧରେ ଭାରତ ସରକାରଙ୍କ ବଡ ପଦକ୍ଷେପ, OCI କାର୍ଡ ହେବ ରଦ୍ଦ, ଭାରତରେ ପ୍ରବେଶ ନିଷେଧ…

ଖଲିସ୍ତାନୀଙ୍କ ବିରୋଧରେ ଭାରତ ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଦେଇଛନ୍ତି । ଏହି କ୍ରମରେ ଭାରତ ସରକାର ଆମେରିକା, ବ୍ରିଟେନ, କାନାଡା ଏବଂ ଅଷ୍ଟ୍ରେଲିଆରେ ଥିବା ସମସ୍ତ ଖଲିସ୍ତାନୀ ଆତଙ୍କବାଦୀଙ୍କୁ ଚିହ୍ନଟ କରି ଓସିଆଇ କାର୍ଡ ରଦ୍ଦ କରିବା ସହିତ…

ୟୁକ୍ରେନ୍‌ରେ ପାଶ୍ଚାତ୍ୟ ଶକ୍ତି ମସ୍କୋ ସହିତ ସିଧାସଳଖ ଯୁଦ୍ଧ କରୁଛି: ରୁଷ୍‌

ଜାତିସଂଘ: ୟୁକ୍ରେନ୍‌କୁ ସହଯୋଗ କରି ପାଶ୍ଚାତ୍ୟ ଶକ୍ତିମାନେ ମସ୍କୋ ସହିତ ପ୍ରତ୍ୟକ୍ଷ ଯୁଦ୍ଧରେ ଅବତୀର୍ଣ୍ଣ ହୋଇଛନ୍ତି ବୋଲି ଶନିବାର ଦିନ ରୁଷୀୟ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭ୍‌ରୋଭ୍‌ କହିଥିବା କଥା ସମ୍ବାଦ ସରବରାହ ସଂସ୍ଥାନ ‘ଏଏଫ୍‌ପି’ ରିପୋର୍ଟ କରିଛି। ଜାତିସଂଘରେ…