Browsing Category

ବିଦେଶ

ଆଣ୍ଟାର୍କଟିକାର ବରଫ ରନ୍‌ୱେ ଉପରେ ଓହ୍ଲାଇଲା ବୋଇଙ୍ଗ୍‌ ୭୮୭ ବିମାନ…

ଆଣ୍ଟାର୍କଟିକା: ବୁଧବାର ଅପରାହ୍ଣ ୨ଟାରେ ଆଣ୍ଟାର୍କଟିକାର ବରଫ ରନ୍‌ୱେ ଉପରେ ଏକ ବୋଇଙ୍ଗ୍‌ ୭୮୭ ବିମାନ ସ୍ମରଣୀୟ ଅବତରଣ କରିଥିବା କଥା ‘ସିଏନ୍‌ଏନ୍‌’ ରିପୋର୍ଟ କରିଛି। ଏହି ତୁଷାରାଚ୍ଛନ୍ନ ମହାଦେଶରେ ବୋଇଙ୍ଗ୍‌ ଯାତ୍ରୀବାହୀ ବିମାନ ଅବତରଣ କରାଇବାରେ ପ୍ରଥମ…

ୟେମେନରେ ଭାରତୀୟ ନର୍ସଙ୍କ ଫାଶୀ ଦଣ୍ଡାଦେଶ କାଏମ, ଖାରଜ ହେଲା ଆବେଦନ…

ନୂଆଦିଲ୍ଲୀ : ୟେମେନ ଜେଲ୍‌ରେ ଗତ ୬ ବର୍ଷ ହେଲା ବନ୍ଦୀ ଥିବା ଭାରତୀୟ ନର୍ସ ନିମିଷା ପ୍ରିୟାଙ୍କ ପାଇଁ ଅଡ଼ୁଅ ବଢ଼ିବାରେ ଲାଗିଛି। ସେଠାକାର ସୁପ୍ରିମକୋର୍ଟ ତାଙ୍କ ମୃତ୍ୟୁ ଦଣ୍ଡାଦେଶ କୋହଳ ପାଇଁ ହୋଇଥିବା ଆବେଦନକୁ ଖାରଜ କରି ଦେଇଛନ୍ତି। ଝିଅକୁ ଫାଶୀ ଦଣ୍ଡ ମିଳିଥିବା…

ଖାନ୍‌ ୟୁନିସ୍‌ର ପୂର୍ବରେ ଥିବା ୪ଟି ସହର ଛାଡ଼ି ଚାଲିଯିବାକୁ ଗାଜାବାସୀଙ୍କୁ କହିଲା ଇସ୍ରାଏଲ…

ନୂଆଦିଲ୍ଲୀ: ବିମାନରୁ ରାତି ସାରା ଲିଫ୍ଲେଟ୍‌ ( ପ୍ରଚାର ପତ୍ର) ବିଞ୍ଚି ଇସ୍ରାଏଲ ଗାଜାର ସାଧାରଣ ନାଗରିକମାନଙ୍କୁ ଦକ୍ଷିଣର ମୁଖ୍ୟ ସହର ଖାନ୍‌ ୟୁନିସର ପୂର୍ବପାର୍ଶ୍ୱରେ ଥିବା ବାଣୀ ଶୁହାଇଲା, ଖୁଜା, ଆବାସନ ଏବଂ କାରାରା ସହର ଛାଡ଼ିବାକୁ କହିଛି। ଏକଲକ୍ଷରୁ ଅଧିକ ଲୋକ…

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭେଟିଲେ ସି ଜିନପିଙ୍ଗ…

ନୂଆଦିଲ୍ଲୀ : ଦୁଇ ମହାଶକ୍ତିଙ୍କ ଭେଟ । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭେଟିଲେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ । ଆମେରିକାର ସାନ ଫ୍ରାନସିସ୍କୋରେ ଆଲୋଚନା କରିଛନ୍ତି ଦୁଇ ରାଷ୍ଟ୍ର ମୁଖ୍ୟ । ସାମରିକସ୍ତରରେ କଥାବାର୍ତ୍ତା ପାଇଁ ରାଜି ହୋଇଛନ୍ତି ଉଭୟ ଦେଶ । ୨୦୨୨ରେ ଆମେରିକା…

MRI ୟୁନିଟ୍‌ରୁ ମିଳିଲା ବିପୁଳ ଅସ୍ତ୍ରଶସ୍ତ୍ର…

ଘମାଘୋଟ ଯୁଦ୍ଧ ଭିତରେ ସାମ୍ନାକୁ ଆସିଲା ଏକ ଚକିତ କଲା ଭଳି ଦୃଶ୍ୟ। ହସ୍ପିଟାଲ ଭିତରୁ ମିଳିଲା ବିପୁଳ ପରିମାରଣର ଅସ୍ତ୍ରଶସ୍ତ୍ର। ଏମ୍‌ଆର୍‌ଆଇ ୟୁନିଟ୍ ଭିତରୁ ଏକେ-୪୭ ରାଇଫଲ ସମେତ ବହୁ ଅସ୍ତ୍ରଶସ୍ତ୍ର ମିଳିଛି। ଏହାର ଭିଡିଓ ଜାରି କରିଛି ଇସ୍ରାଏଲ୍‌ ସେନା।…

ପୁଣି ହସ୍ପିଟାଲ ଉପରେ ଏୟାରଷ୍ଟ୍ରାଇକ୍‌, ବାଇଡେନ୍‌ଙ୍କୁ ଦାୟୀ କଲା ହମାସ…

ଥମୁନି ଯୁଦ୍ଧ। ଇସ୍ରାଏଲ୍‌ ଓ ହମାସ ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଏହାରି ଭିତରେ ପୁଣି ଥରେ ଗାଜାର ସବୁଠାରୁ ବଡ଼ ହସ୍ପିଟାଲ ଉପରେ ଏୟାରଷ୍ଟ୍ରାଇକ୍ କରିଛି ଇସ୍ରାଏଲ। ଅଲ୍‌-ଶିଫା ହସ୍ପିଟାଲ ଭିତରେ ହମାସ ଆତଙ୍କୀଙ୍କ ଆଡ୍ଡାସ୍ଥଳ ଥିବା ଦାବି କରି ଇସ୍ରାଏଲ ପୁଣି ଥରେ ଏହାକୁ…

‘ହସ୍ପିଟାଲକୁ ଲମ୍ବିଛି ହମାସର ଟନେଲ, ଲାଗିଛି ବୁଲେଟ୍‌ପ୍ରୁଫ୍‌ ଗେଟ୍’…

ନୂଆଦିଲ୍ଲୀ : ଗାଜାର ହସ୍ପିଟାଲକୁ ଲମ୍ବିଛି ହମାସ ଆତଙ୍କୀଙ୍କ ଟନେଲ। ଏହି ଟନେଲରେ ଲାଗିଛି ବୁଲେଟ୍‌ପ୍ରୁଫ୍ ଗେଟ୍‌। ନିଜର ଆତଙ୍କୀ ଗତିବିଧି ପାଇଁ ହମାସ ହସ୍ପିଟାଲକୁ ବ୍ୟବହାର କରୁଛି। ଟନେଲ ରାସ୍ତା ଦେଇ ହସ୍ପିଟାଲକୁ ଯିବା ଆସିବା କରୁଛନ୍ତି ହମାସ ଆତଙ୍କୀ। ଏଭଳି…

ଇଟାଲୀରେ ଭୟଙ୍କର ଆଗ୍ନେୟଗିରି ଉଦଗିରଣ…

ଇଟାଲୀରେ ଭୟଙ୍କର ଆଗ୍ନେୟଗିରି ଉଦଗିରଣ । ସିସିଲିରେ ମାଉଣ୍ଟ ଏଟନା ଆଗ୍ନେୟଗିରିରୁ ବାହାରିଲା ନିଆଁ ଓ ଲାଭା । ସମୁଦ୍ର ପତ୍ତନରୁ ପ୍ରାୟ ୧୪ ହଜାର ୭୬୩ ଫୁଟ ଉପରକୁ ଆକାଶକୁ ନିଆଁ ଉଠିଥିଲା । ଚାରିଆଡ଼କୁ ନିଆଁ ବିଛାଡ଼ି ହୋଇପଡ଼ିଥିଲା । ଏଥିସହ ଜ୍ବାଳାମୁଖରୁ ଲାଭା…

ବ୍ରିଟେନ ଗୃହମନ୍ତ୍ରୀ ସୁଏଲା ବ୍ରେଭରମ୍ୟାନଙ୍କୁ ବହିଷ୍କାର କଲେ ସୁନକ…

ବ୍ରିଟିଶ ପ୍ରଧାନମନ୍ତ୍ରୀ ରୁଷି ସୁନକ ଗୃହମନ୍ତ୍ରୀ ସୁଏଲା ବ୍ରେଭରମ୍ୟାନଙ୍କୁ ବହିଷ୍କାର କରିଛନ୍ତି । ଆଗାମୀ ବର୍ଷ ହେବାକୁ ଥିବା ନିର୍ବାଚନ ପୂର୍ବରୁ ସୁନକ ନିଜ କ୍ୟାବିନେଟରେ ଅଦଳବଦଳ କରିଛନ୍ତି । ଗୃହମନ୍ତ୍ରୀ ବ୍ରେଭରମ୍ୟାନଙ୍କୁ ନେଇ ଦେଶରେ ଅସନ୍ତୋଷ ଲାଗି ରହିଥିଲା…

ପାକିସ୍ତାନ ଜେଲ୍‌ରୁ ମୁକୁଳିଲେ ୮୦ ଭାରତୀୟ ମତ୍ସ୍ୟଜୀବୀ…

ଦୀପାବଳି ଅବସରରେ ମୁହଁରେ ଫୁଟିଲା ହସ। ଦୀର୍ଘ ୩ ବର୍ଷ ପରେ ପାକିସ୍ତାନ ଜେଲ୍‌ରୁ ମୁକ୍ତି ପାଇ ନିଜ ଘରକୁ ଫେରିଛନ୍ତି ୮୦ ଭାରତୀୟ ମତ୍ସ୍ୟଜୀବୀ। ମୁକ୍ତ ହୋଇଥିବା ସମତ୍ସ ମତ୍ସ୍ୟଜୀବୀ ଗୁଜରାଟର ବୋଲି ଜଣାଯାଇଛି। ମୁକ୍ତ ହେବା ପରେ ସେମାନେ ନିଜ ପରିବାର ସଦସ୍ୟଙ୍କ…